Sun. Nov 29th, 2026

Category: Popular

ପୁଣି ୧ନମ୍ବର ସ୍ଥାନକୁ ଉଠିଲେ ଏଲନ ମସ୍କ

ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍ଭିଏମ୍ଏଚ୍ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି।ବୁଧବାର ପ୍ୟାରିସ୍ ଟ୍ରେଡିଂରେ ଆର୍ଣ୍ଣଲ୍ଟଙ୍କ…

‘ଶିକ୍ଷା ଓ ଗର୍ଭଧାରଣ ଉଭୟରେ ମହିଳାଙ୍କ ପୂର୍ଣ୍ଣ ଅଧିକାର’

କୌଣସି ନାଗରିକଙ୍କୁ ତାଙ୍କର ଶିକ୍ଷା ଅଧିକାର କିମ୍ବା ପ୍ରଜନନ ସ୍ବାଧୀନତା ଅଧିକାର ମଧ୍ୟରେ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ପୁରୁଷ ନିଜର ଉଚ୍ଚଶିକ୍ଷା ଅନୁସରଣ କରୁଥିବାବେଳେ ତାଙ୍କ ପିତା ହେବାର ଆନନ୍ଦ ଉପଭୋଗ କରିପାରୁଛନ୍ତି। ଯେତେବେଳେ ଜଣେ ମହିଳାଙ୍କୁ ଗର୍ଭଧାରଣର…

ଆସବାବପତ୍ର ଶୋ’ରୁମର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି, ସିସିଟିଭିରେ କଏଦ ହେଲା ଘଟଣା

ଆଜିକାଲି ଦେଶର ରାଜଧାନୀ ଦିଲ୍ଲୀରେ ଚୋରମାନେ ଅଧିକ ଦେଖାଯାଉଛନ୍ତି। କିଛି ଦିନ ତଳେ ରାତିରେ ଜଣେ ଚୋର ରାଜଧାନୀ ଦିଲ୍ଲୀର ମିଗ୍ରା ରାସ୍ତାରେ ସୁପ୍ରିମ ଫର୍ନିଚର କାମର ତାଲା ଭାଙ୍ଗି ଦୋକାନ ଭିତରକୁ ପ୍ରବେଶ କରିଥିଲା ଏବଂ ଲକ୍ଷ ଲକ୍ଷ ଚୋରି…

ଦି କେରଳ ଷ୍ଟୋରୀକୁ ନେଇ ଏମିତି କହିଲେ ନସିରଉଦ୍ଦିନ

ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବା ନାଁ ଧରୁନି । କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଏହି ଫିଲ୍ମକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

କାଲି +୨ ଫଳାଫଳ

ମେ ୩୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ବୁଧବାର ଦିନ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ…

ବୈଶାଖୀ ପ୍ରଭାବ, ୧୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି

ବର୍ତ୍ତମାନ ରାଜ୍ୟରେ କାଳ ବୈଶାଖୀର ପ୍ରଭାବ ଲାଗିରହିଛି । ଏହାସହ ରାଜ୍ୟରେ ପାଣିପାଗର ଦୁଇଟି ନିୟାମକ ସକ୍ରିୟ ରହିଛି। ବାୟୁମଣ୍ଡଳର ୦.୯ କିମି ଉପରେ ତେଲେଙ୍ଗାନା ଓ ତାର ଆଖପାଖ ଅଂଚଳରେ ଏକ ଘୃଣିବଳୟ ରହୁଛି । ଏହାସହ ଏକ ନିମ୍ନ…

ମୃତ୍ୟୁ ପରେ ବି ବଜାୟ ରହିବ ଗୋପନୀୟତା

ଅଧିକାରଗୋପନୀୟତା ପ୍ରତ୍ୟେକ ମଣିଷର ଅଧିକାର ଅଛି । ମୃତୁ୍ୟ ପରେ ବି ଏହି ଅଧିକାର କାୟମ ରହିଥାଏ । ଏହାକୁ ନେଇ ରାୟ ବାଢିଛନ୍ତି କୋଲକାତା ହାଇକୋର୍ଟ ।ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏକ…

ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ଜୁନ୍ ୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଶୁକ୍ରବାର ପୁରୀ ଏସପି ଡ଼॰ କେ ଵିଶାଲ ସିଂ ବରିଷ୍ଠ ଅଧିକାରୀଙ୍କ…

ରୂପା ଛାଉଣୀ ହେବ ସିଂହଦ୍ୱାର

ପୁରୀରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରର କରାଯିବ ରୂପା ଛାଉଣୀ। ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର…

ମହାନଦୀ ଟ୍ରିବୁନାଲ ଟିମର ସ୍ଥିତି ଅନୁଧ୍ୟାନ

ମହାନଦୀ ଟ୍ରିବୁନାଲ ଟିମ୍ ଚିଲିକାର ଜଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀ ଟ୍ରିବୁନାଲ ଟିମ୍ ଏକ ହେଲିକପ୍ଟର ଯୋଗେ ପୁରୀ ସାତପଡ଼ାରେ ଦିନ ଏଗାରଟା ରେ ପହଞ୍ଚି ଥିଲେ । ସେଠାରୁ ରୋଡରେ ଚିଲିକାର ମିର୍ଜାପୁର ଜେଟିରେ ପହଞ୍ଚି ସେଠାରୁ ବୋଟ…