Thu. Oct 15th, 2026

Category: ଆଞ୍ଚଳିକ

ଯୁବ କଥାକାର ଅଜିତ୍ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ର ଲୋକାର୍ପଣ

ଚିଲିକା : ଭୁବନେଶ୍ୱର ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର’ ପରିସରରେ ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ଦ୍ଵାରା ଯୁବ କଥାକାର ଅଜିତ୍ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ର ଲୋକାର୍ପଣ ହୋଇଯାଇଛି। ପୁସ୍ତକର ଲୋକାର୍ପଣ ଅବସରରେ ବିଶିଷ୍ଟ କଥାକାର ସନରାଜିନି ସାହୁ…

ଚିଫ୍ ସେକ୍ରେଟାରୀଙ୍କୁ ଭେଟିଲେ କୃଷ୍ଣପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି

ଚିଲିକା। : ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସେତୁ ନିର୍ମାଣ ସମିତି, କୃଷ୍ଣପ୍ରସାଦ ତରଫରୁ ଓଡିଶା ସରକାର ଙ୍କ ଚିଫ ସେକ୍ରେଟାରୀ ଙ୍କୁ ଭେଟିଛନ୍ତି । ସାତପଡ଼ା – ଜହ୍ନିକୁଦା ସେତୁ ନିର୍ମାଣ ନେଇ ମୁଖ୍ୟ ଶାସନ ସଚିବଙ୍କ ସହ…

ବାଣପୁରରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ୧୭ବର୍ଷରୁ ଓ ୧୪ବର୍ଷରୁ କମ ବାଳକ ବାଳିକାଙ୍କ ଭଲିବଲ,କବାଡି,ଫୁଟବଲ,ଖୋଖୋ,ଟେନି ସିଟ ଓ ଚେସ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବାଣପୁର ଶିକ୍ଷାଧିକାରୀ ତଥା ବ୍ଲକ କ୍ରୀଡା ସଭାପତି ସନାତନ ଜାଲି…

ସମିତି ସଭ୍ୟା ଙ୍କୁ ଦୁଃର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ

ସମିତି ସଭ୍ୟା ଙ୍କୁ ଦୁର୍ବ୍ୟବହାର କରି ଜେଲ ଗଲେ ଯୋଗାଣ ସହାୟକ । ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ହାଟବରଡିହ ଗ୍ରାମ ପଞ୍ଚାୟତରେ । ହାଟବରଡିହ ପଞ୍ଚାୟତରେ ବଣ୍ଟନ ହେଉଥିବା ସରକାରଙ୍କ ଖାଉଟି…

ଗୋଦାବରୀଶ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ମହାବିଦ୍ୟାଳୟରେ ଦୀର୍ଘଦିନ ହେଲା ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିଲା । ଅଧ୍ୟକ୍ଷ ପଦକୁ ନେଇ…

ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ

ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ଧାରଣା ।ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ବନ ବିଭାଗ ଅଫିସ ଘେରାଉ କରିଛି ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଖୋର୍ଦ୍ଧା ଜିଲ୍ଲା…

କାୟାକଳ୍ପ ପକ୍ଷରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା

ସାହିତ୍ୟ ବିଜ୍ଞାନ ଦର୍ଶନର ମୁଖପତ୍ର କାୟାକଳ୍ପ ଅନୁଷ୍ଠାନ ତରଫରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଙ୍କି କଳାପଥର ଉଚ୍ଚ ବିଦ୍ୟାଳୟ ଓ ବୋଲଗଡ ଧଳାପଥର ଉଚ୍ଚ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…

ରାଜସୁନାଖଳା ମହୋତ୍ସବର ଚତୁର୍ଥ ସଂଧ୍ୟା,ବିଭୋର ଦର୍ଶକ

ରଣପୁର,୧୧/୧୨ : ରାଜ ସୁନାଖଳା ମହୋତ୍ସବ କାଉଁରୀ ୨୦୨୨ ରବିବାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା। ରାଜ ସୁନାଖଳା ମହୋତ୍ସବ…

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ

ଚିଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ । ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ…

ତ୍ରିକୋଣୀୟ ପ୍ରେମରୁ ହତ୍ୟା, କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ରେ ହତ୍ୟା

ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ନୟାଗଡ଼ାରେ ହତ୍ୟା । ମୃତଦେହ ଖୋଜୁଛି ପୁଲିସ । ପ୍ରେମରେ ପ୍ରତାରଣା ଯେ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ ।…