Mon. Nov 30th, 2026

Category: ଆଞ୍ଚଳିକ

ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶବ୍ଦ ଓଡିଶା ବ୍ୟୁରୋ: ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶ୍ରୀମନ୍ଦିର…

୫ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ…

ସମ୍ବଲପୁର ସହରରୁ ସମ୍ପୂର୍ଣ୍ଣ ହଟିଲା କର୍ଫ୍ୟୁ କଟକଣା ।

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ସହରରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ କଟକଣା ହଟିଛି । ଧନୁପାଲି ଥାନା ଓ ଟାଉନ ଥାନା ଅଞ୍ଚଳରୁ କର୍ଫ୍ୟୁକଟକଣା ଗତକାଲି ରାତି ୧୧ଟାରୁ ହଟିଛି । ପୂର୍ବରୁ ୪ଟି ଥାନା ଅଂଚଳରୁ କର୍ଫ୍ୟୁ କଟକଣା ହଟିଥିଲା…

ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନିଶାମୁକ୍ତ କରିବାକୁ ପ୍ରୟାସ, ନବଚେତନା ପ୍ରଶିକ୍ଷଣ ନେଲେ ୧୦ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ନବଚେତନା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ବଛାଯାଇଥିବ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନବଚେତନା ପ୍ରଶିକ୍ଷଣ ଦିଆଯାଇଛି । ରାଜ୍ୟ ସାମାଜିକ…

ପୁରୀ ହାବିଲଦାର କନେଷ୍ଟବଳ ଶାଖା ସଂଘ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଓଡିଶା ପୋଲିସ ହାବିଲଦାର କନେଷ୍ଟବଳ ଶାଖା ସଂଘ, ପୁରୀ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ | ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଏହାର ଆରମ୍ଭ କରାଯାଇଛି |…

ମାତାମଠ ନିକଟରେ ପୋଲିସର ଚଢାଉ, 7 ଜଣ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ମାତା ମଠ ନିକଟ ଗିନାରୀବନ୍ତ ଅଞ୍ଚଳରେ ବାସେଳି ସାହି ଥାନା ପୁଲିସ ଚଢ଼ାଉ । ଚଢାଉ ବେଳେ ୭ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ଦୁଇଟି ଖଣ୍ଡା,…

ପୁରୀ ରଥଖଳାରେ ତୁମ୍ବବିନ୍ଧ ଅନୁକୂଳ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ରଥଖଳାରେ ତୁମ୍ବବିନ୍ଧ ଅନୁକୂଳ ହୋଇଛି। ମହାରଣା ସେବକମାନେ ଏହି କାମର ଅନୁକୂଳ କରିଛନ୍ତି। ୪୨ଟି ତୁମ୍ବରେ ବିନ୍ଧ କରାଯିବ। ପ୍ରଥମେ ନନ୍ଦିଘୋଷ ଓ ପରେ ଦର୍ପଦଳନ ରଥର ପୂର୍ବରୁ ମହାରଣା ସେବକମାନେ ତିନିରଥର ସମସ୍ତ ତୁମ୍ବର…

ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ…

୧୦ କଳାପଥର ଖାଦାନରେ ଜିଏସଟ ରେଡ୍: ଚଢାଉ କରି ଜବତ କଲେ ବିଭିନ୍ନ କାଗଜପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଆୟକର ଚଢାଉର କିଛି ଦିନ ପରେ କଳାପଥର ଲିଜଧାରୀଙ୍କ ଉପରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢାଉ । ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଛି ସେଂଟ୍ରାଲ ଜିଏସଟି ଟିମ୍…

ଆଉ ୫ ବିଜେଡି ନେତ୍ରୀଙ୍କୁ ମହିଳା କମିଶନରେ ଥଇଥାନ

ଶବ୍ଦ ଓଡିଶା ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ ୫ଜଣ ବିଜେଡି ନେତ୍ରୀଙ୍କୁ ‘ରାଜ୍ୟ ମହିଳା କମିଶନ’ରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା…