ମହୁ ଚାଷରେ ସ୍ବାବଲମ୍ବୀ ହୋଇପାରିବେ ଯୁବପୀଢ଼ି
ବିଶ୍ବ ମହୁମାଛି ଦିବସ ଅବସରରେ ମହୁମାଛିକୁ ସାଥିରେ ନେଇ ଯୁବ ପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତ ବ୍ୟକ୍ତ କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ମହୁର…