Sun. Nov 29th, 2026

Category: ଆଞ୍ଚଳିକ

ଦୋଳ ବିମାନକୁ କାନ୍ଧେଇ ନେବାବେଳେ ଅଘଟଣ: ପିକଅପ ଭ୍ୟାନଧକ୍କାରେ ୨ ମୃତ, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଦୋଳବିମାନକୁ କାନ୍ଧେଇ ନେବାବେଳେ ଅଘଟଣ । ଅଧାବାଟରେ ପଛପଟୁ ପିକଅପ ଭ୍ୟାନ ଧକ୍କା ହେବା ଫଳରେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତା ଦୁହୁରିଆରେ ଏହି…

ଜେଲ୍‌ରେ ସାମ୍ୱାଦିକ ପରୀକ୍ଷା ଦେଲେ ପୁଞ୍ଜିଲାଲ୍‌

ଶବ୍ଦ ଓଡିଶା ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ବଲାଙ୍ଗିର ଜିଲ୍ଲା କାରାଗାରରେ ପୁଞ୍ଜିଲାଲ ମେହେର ସମ୍ବଲପୁର ଓପନ ୟୁନିଭର୍ସିଟିରୁ ପିଜିଜେଏମ୍‌ସିର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି। ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ଶବ୍ଦ ଓଡିଶା ବ୍ୟୁରୋ: ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି।…

ଢେଙ୍କାନାଳରେ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି…

ଆଜିଠୁ ଫେରିବ ତାତି, ପୁଣି ୧୫ ତାରିଖ ପରେ ବଦଳିବ ପାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଆଜିଠୁ ପାଗ ବଦଳିବ । ଆକାଶ ମେଘମୁକ୍ତ ରହିବା ସହ ପାଗ ଖରାଟିଆ ରହିବ, ଦିନରେ ତାପମାତ୍ରା ମଧ୍ୟ ବଢିବ । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଶୁଖିଲା ପାଗ…

ଓଡ଼ିଶାରେ ସବୁଠୁ ଅଧିକ ଜଳୁଛି ଜଙ୍ଗଲ, ୭ ଦିନରେ ୬୮୨୯ଟି ସ୍ଥାନରେ ନିଆଁ ଚିହ୍ନଟ

ଶବ୍ଦ ଓଡିଶା ବ୍ୟୁରୋ: ଜଙ୍ଗଲୀ ନିଆଁରେ ଓଡିଶାର ରେକର୍ଡ଼ । ଦେଶରେ ସୃଷ୍ଟି ହେଉଥିବା ଜଙ୍ଗଲ ନିଆଁରେ ଓଡ଼ିଶା ଶୀର୍ଷରେ । ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଜଙ୍ଗଲୀ ନିଆଁ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର…

ଓଡିଶାକୁ ମିଳିଲା ବିପର୍ଯ୍ୟୟ ପରିଚାଳନା ପୁରସ୍କାର, ଓସଡମାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ

ଶବ୍ଦ ଓଡିଶା ବ୍ୟୁରୋ: ଓଡିଶାକୁ ଆପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷକୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପ୍ରଦାନ…

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଜୟପୁର୍ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଜଣଙ୍କୁ…

ପୁରୀ ପୋଲିସ କର୍ମଚାରୀଙ୍କ ପରୋପକାରିତା; ବୃଦ୍ଧ ଦମ୍ପତିଙ୍କୁ ବଢାଇଛନ୍ତି ସାହାଯ୍ୟର ହାତ

ଚର୍ଚ୍ଚାରେ ପୋଲିସର ମହାନତା। ଅସହାୟ ବୁଢ଼ା ଦମ୍ପତିଙ୍କୁ ବଢାଇଛନ୍ତି ସାହାଯ୍ୟର ହାତ। ପୁରୀ ଜିଲ୍ଲା ସତ୍ୟବାଦୀ ପୁରୁଣା ବୁଢ଼ାକେରାରୁ ଆସିଛି ଏହି ଚିତ୍ର। ସୂଚନା ଅନୁସାରେ, ବର୍ଷାଧିକ କାଳରୁ ଶଯ୍ୟାଶାୟୀ ମନିଙ୍କ ସ୍ବାମୀ। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ସମ୍ବଳ ଵି…

ଜଳୁଛି ଜଙ୍ଗଲ; ନୟାନ୍ତ କଲାଣି ନିଆଁ

ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ମୋଟ ୫୭୦ଟି ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ । ଯେଉଁଥିରୁ ସର୍ବାଧିକ ୧୪୨ ଅର୍ଥାତ ପ୍ରାୟ ୨୫ ପ୍ରତିଶତ ଓଡିଶାରେ ରହିଛି । ଏବେ ଜଙ୍ଗଲ ନିଁଆ ରୋକିବାକୁ କେବଳ ବର୍ଷା ହିଁ…