Category: ଆଞ୍ଚଳିକ
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର [more…]
ଏସିଏଫ୍ ସୌମ୍ୟାରଞ୍ଜନଙ୍କ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ
ଶବ୍ଦ ଓଡିଶା ବ୍ୟୁରୋ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ୩ ଅଭିଯୁକ୍ତଙ୍କ ମଧ୍ୟରୁ ବିଦ୍ୟାଭାରତୀ ପଣ୍ଡାଙ୍କର କୌଣସି ଖୋଜ ଖବର ପାଉନି ପୁଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି [more…]
ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ, ନୃସିଂହ ସ୍ୱାଇଁ ବୌଦ୍ଧ ଜିଲ୍ଲାପାଳ
ଶବ୍ଦ ଓଡିଶା ବ୍ୟୁରୋ: ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀ ଓଡ଼ିଶା ଫେରିବା ପରେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଷଡ଼ଙ୍ଗୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ [more…]
ରାଜ୍ୟରେ ଆଜିଠାରୁ ବର୍ଷା! ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଜିଠୁ ହୋଇପାରେ ବର୍ଷା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହାର ପ୍ରଭାବରେ [more…]
ରାଜଧାନୀକୁ ପୁଣି ଡରାଇଲା ଡେଙ୍ଗୁ। ବିଭିନ୍ନ ଅଂଚଳରେ ଚାଲିଛି ସଫେଇ
ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମ [more…]
ଘରେ ଶୋଇଥିଲେ ଶାଶୁ,ବୋହୂ; ମାଡ଼ିଗଲା ହାଇୱା
ଶବ୍ଦ ଓଡିଶା ବ୍ୟୁରୋ: ଘର ଉପରକୁ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୃଷ୍ଣନଗର ବାଘୁଆ ଗାଁରେ ଏପରି ଘଟଣା [more…]
ମାଟ୍ରିକ ସପ୍ଲିମେଣ୍ଟାରୀ: ସକାଳ ୯ଟାରୁ ପ୍ରଥମ ସିଟିଂ ଓ ଅପରାହ୍ଣ ଗୋଟାଏରୁ ଦ୍ୱିତୀୟ ସିଟିଂ
ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଆରମ୍ଭ ମାଟ୍ରିକ ସପ୍ଲିମେଣ୍ଟାରୀ । ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହା ଜୁଲାଇ ୩ତାରିଖରୁ [more…]