Mon. Nov 30th, 2026

Category: ଆଞ୍ଚଳିକ

ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ୱପ୍ନ ମନ୍ଦିର ଜରାଶ୍ରମରେ ଭାଗବତ ଚର୍ଚ୍ଚା ର ଶୁଭାରମ୍ଭ

ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ସେବା ହିଁ ସେବା ଅନୁଷ୍ଠାନ ସହାୟତାରେ ସ୍ବପ୍ନ ମନ୍ଦିର (ଜରାଶ୍ରମ) ହଂସପାଳ,ଅଟଳା ଠାରେ ଭାଗବତ ଚର୍ଚ୍ଚା ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ…

ଟ୍ରେନ ବଗିରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧାରୋଡ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଠିଆ ହୋଇଥିବା ପ୍ରଶାନ୍ତି ଏକ୍ସପ୍ରେସର ଜେନେରାଲ ବଗିରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ଆରପିଏଫ । ଶିଶୁଟିକୁ ଉଦ୍ଧାର ପରେ ପ୍ରଥମେ ରେଲଓ୍ବେ ମେଡିକାଲ ଓ ପରେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ପୁରୀରେ ଆରଟିଓଙ୍କ ସମନ୍ୱୟ ବୈଠକ । ଅଟୋ ଚାଳକ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଆରଟିଓଙ୍କ କନ୍ଫରେନ୍ସ ହଲରେ ପୁରୀ ସହରର ବିଭିନ୍ନ ଅଟୋ ଚାଳକ ସଂଘ ସହିତ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆରଟିଓ ରବିନ ପଟ୍ଟନାୟକ ଅଧକ୍ଷତା କରିଥିଲେ…

ବ୍ରିଜ ତଳକୁ ଖସି ପଡିଲା ଭ୍ୟାନ୍, ୨୦ରୁ ଅଧିକ ଲୋକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କାମାକ୍ଷାନଗର ରାମିଆଳ ବ୍ରିଜ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ କଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଗାଡିରେ ଥିବା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ…

ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଶବ୍ଦ ଓଡିଶା ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଲାଗିରହିଛି । ତେବେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବନା ରହିଛି । ଆସନ୍ତାକାଲି ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ…

ମହଙ୍ଗା ପଡିଲା ସାମ୍ବାଦିକଙ୍କୁ ସୂଚନା ନଦେବା; ତଣ୍ଡ ଗଣିଲେ ଥାନା ଆଇଆଇସି

ପୂର୍ବତନ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀଙ୍କୁ ପନ୍ଦର ହଜାର ଟଙ୍କା ଜରିମାନା, ଭବିଷ୍ୟତରେ ସୂଚନା ପ୍ରଦାନରେ ବିଳମ୍ବ ନକରି କରିବା ପାଇଁ କଡ଼ା ଚେତାବନୀ ଦେଲେ ମୁଖ୍ୟ ସୂଚନା କମିଶନ। ସୂଚନା ଅଧିକାର ଆଇନ ଉଲଂଘନ ଓ ତଥ୍ୟ ପ୍ରଦାନରେ…

ଗୁଣୁପୁରରେ ପ୍ରତିଷ୍ଠା ହେବ କପା ଜେନିଂ ଏବଂ ପ୍ରେସିଂ ମିଲ

ଶବ୍ଦ ଓଡିଶା ବ୍ୟୁରୋ: କପା ଉତ୍ପାଦନରେ ଏକ ହବ ହେଉଛି ଗୁଣୁପୁର । ଶୀଘ୍ର ଏଠାରେ ବସିବ ଜେନିଂ ଏବଂ ପ୍ରେସିଂ ମିଲ । ଗୁଣୁପୁର ଆରଏମସି ଏଥିପାଇଁ 6 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ରାଜ୍ୟ କୃଷି…

ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍ : ଦୁର୍ଘଟଣାରେ ୨ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍ । ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଭୋର ସମୟରେ ହାଇୱାକୁ ପଛରୁ ଧକ୍କା ଦେଇଛି ଟ୍ରକ୍ । ଯାହାଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଶିମିଳିପାଳ ବୁଲିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଶିମିଳିପାଳରେ ପହଞ୍ଚିବା ପରେ ସେଠାରେ ଅଢେଇ ଘଣ୍ଟା ଅର୍ଥାତ୍…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର,…