Mon. Nov 30th, 2026

Category: ଆଞ୍ଚଳିକ

‘ଆମ ଓଡିଶା ନବୀନ ଓଡିଶା’କୁ କ୍ୟାବିନେଟ୍ ଅନୁମୋଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର । ଆମ ଗାଁ ଆମ ବିକାଶର ନିର୍ଦ୍ଦେଶନାମାଙ୍କୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ…

ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଳିକାପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା । ମୃତକ ହେଉଛନ୍ତି କଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ । ସୂଚନା…

ବସକୁ ଧକ୍କା ଦେଲା ଟ୍ରକ୍, ୧୫ରୁ ଅଧିକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ସକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଟ୍ରକଟି ଓଲଟି ପଡ଼ିଥିବା ବେଳେ ବସଟି ଘାଟି ତଳକୁ ଖସିପଡ଼ିଛି । ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକତ୍ସା ପାଇଁ…

ଆରମ୍ଭ ହେଲା ବର୍ଷା, ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ,…

ବଦଳିଲା ହାଇସ୍କୁଲ ୟୁନିଫର୍ମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ବଦଳିବ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ…

ବାର୍ଷିକ ଉତ୍ସବ ପାଳିଲା ଯଶୋଦା ମା ଫାଉଣ୍ଡେସନ

ଯଶୋଦା ମା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ, ପ୍ରତିଷ୍ଠା ଦିବସ ଏବଂ ସମାଜସେବୀ ନିବେଦିତା ଲେଙ୍କାଙ୍କ ଜନ୍ମ ଦିବସ ଅବସରରେ ଓ ନବଜ୍ୟୋତି ମହାବିଦ୍ୟାଳୟର ମିଳିତ ପ୍ରୟାସରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ରାୟଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଗୁଣପୁର ବ୍ଲକ ପୁଟ୍ଟା ସିଂ ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ଲାଞ୍ଜିଆ ସୌରା ଉନ୍ନୟନ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ…

ମେଡିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ l ଗତକାଲି ବିଳମ୍ବିତ ରାତିରେ ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗୋଦାମ…

ବେଗୁନିଆଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାବିରେ ଜାତୀୟ ରାଜପଥ ଅବରୋଧ

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବିରେ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ବନ୍ଦ ପାଳନ । ୫୦ ଦିନର ଗଣ ସତ୍ୟାଗ୍ରହ ପରେ ରାଜରାସ୍ତାକୁ ଓହ୍ଲାଇଛି କ୍ରିୟାନୁଷ୍ଠାନ କମିଟି । ବେଗୁନିଆବାସୀ…

ଶ୍ରାବଣର ପ୍ରଥମ ସୋମବାର, ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରାବଣର ପ୍ରଥମ ସୋମବାର ଆଜି । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିଛି ବିଭିନ୍ନ ସ୍ଥାନ । ଅନେକ କାଉଡ଼ିଆ କାନ୍ଧରେ କାଉଡ଼ି ଧରି ଲିଙ୍ଗରାଜ ମନ୍ଦିରରେ ବାବଙ୍କୁ ଜଳଲାଗି କରିଛନ୍ତି । ଏଥିପାଇଁ ଲିଙ୍ଗରାଜ…