Mon. Nov 30th, 2026

Category: Latest

ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ; ବଟନ ଚିପିଲେ କଣ୍ଟ୍ରୋଲ ରୁମକୁ ଯିବ ସୂଚନା

ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ। ଯାତ୍ରୀଙ୍କ ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଛନ୍ତି ସରକାର। ସୁରକ୍ଷିତ ଯାତ୍ରା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୧୮…

ଯୁବପିଢି ଚାହିଁଲେ ଭାରତ ଅର୍ଥନୀତିର ବିକାଶ ସମ୍ଭବ

ଅର୍ଥନୀତିର ପୁରୁଣା ପୃଷ୍ଠା ଓଲଟାଇଛନ୍ତି ନାରାୟଣ ମୂର୍ତ୍ତି। ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା…

ବ୍ୟାଙ୍କ ଆକାଉଣ୍ଟ ଥିଲେ ଜାଣନ୍ତୁ ଏହି କଥା

ଆପଣ ଜାଣିଛନ୍ତି କି? ଜଣେ ବ୍ୟକ୍ତିର କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ୍? ଅନେକ ବ୍ୟାଙ୍କ ଏକ ସଞ୍ଚୟ ଖାତା ଖୋଲିବା ପାଇଁ ଲାଭଜନକ ସ୍କିମ୍ ପ୍ରଦାନ କରନ୍ତି ଏବଂ ପ୍ରଦାନ କରାଯାଇଥିବା ସେବା ଏବଂ ସୁବିଧା ଭିନ୍ନ ହୋଇପାରେ, ଯାହା…

ଯୁଦ୍ଧରେ ଶାନ୍ତି ପାଇଁ ମୋଦି ହିଁ ଭରସା: ମେକ୍ସିକୋ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି ମେକ୍ସିକୋ। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ଗୋଟିଏ କମିଟି ଗଠନ କରୁ। ଏହି କମିଟିରେ ଭାରତର ପ୍ରଧାନମନ୍ତ୍ରୀ…

ପହିଲାରେ ଲଞ୍ଚ ହେବ ୫ଜି ସେବା

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି ।…

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ…

ଡାକ୍ତରଙ୍କ ୭ ମିନିଟ ମାଉଥ ରେସପିରେସନ ପରେ ବଞ୍ଚିଲା ମୃତ ଶିଶୁ

ସୋସିଆଲ ମିଡିଆ ରେ ପ୍ରତିଦିନ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ। ଡାକ୍ତରମାନେ ରୋଗୀଙ୍କ ଦୁଃଖ ବୁଝି ସେମାନଙ୍କର ଚିକିତ୍ସା କରିଥାନ୍ତି। ବର୍ତ୍ତମାନ ଏବେ ଏଭଳି କିଛି ଦୃଶ୍ୟ ସାମାଜିକ ଗଣମାଧ୍ୟମ ଫୋନ ଠୁ ଫୋନ ଘୁରି ବୁଲୁଛି। ଡଃ…

ଦୁଇ ଗୁଣା ଅଧିକ ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛି ଭାରତ

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା ପରେ ଏବେ ବାଧ୍ୟ ହୋଇ ଦୁଇ…

ସ୍ପେଶ ଟୁରିଜିମ୍ କରାଇବ ଚୀନ

ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ ଟୁରିଜିମ୍ ଆରମ୍ଭ କରିବାକୁ ଯାଉଛି ।…

କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି

ଏଣିକି କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି । ପୂର୍ବ ଭଳି ସାଙ୍ଗସାଥି ମେଳ କରି ପିଲାମାନେ ଆଉ କଲେଜରେ ସମୟ ବିତାଇ ପାରିବେ ନାହିଁ । କାରଣ ଶିକ୍ଷାବିଭାଗ କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ରଖିବା…