Mon. Nov 30th, 2026

Category: Latest

ଆଗାମୀ ୩ ଦିନ ପ୍ରବଳ ବର୍ଷିବ

ସକ୍ରିୟ ଲଘୁଚାପ ପ୍ରଭାବରେ ୨୯ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ୱାର୍ଣ୍ଣିଂ।…

ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ

ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ…

ପୋଲିସ ହାତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର

ଭୟଙ୍କର ବସ୍ ଦୁର୍ଘଟଣାରେ ଖେଳି ଯାଇଛି ଶୋକର ଛାୟା। ୧୧ ଜଣଙ୍କ ଜୀବନ ଯାଇଛି। ତେବେ ଏସବୁ ଅଘଟଣ ଭିତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର । ଦୁର୍ଘଟଣା ଘଟାଇ ଥିବା ଓଏସଆରଟିସି ବସ୍ ଡ୍ରାଇଭରକୁ ଧରିଲା ପୋଲିସ । ବରମୁଣ୍ଡା…

ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଲୁଟ କଲେ କଲେ ଦୁର୍ବୃତ୍ତ

ଫିଲ୍ମ ଷ୍ଟାଇଲରେ ଆସି ଗୋଟିଏ କାର୍‌କୁ ଅଟକାଇ ଲୁଟ କରିଛନ୍ତି। ଜଣେ ଡେଲିଭରୀ ଏଜେଣ୍ଟ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଖାଇ ସେମାନେ ନଗଦ ୨ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଡେଲଭରୀ ଏଜେଣ୍ଟ ଗୁରୁଗ୍ରାମକୁ ଟଙ୍କା ଦେବାକୁ ଯାଉଥିବା ବେଳେ…

ଭୟଙ୍କର ବସ୍ ଦୁର୍ଘଟଣା ନେଲା ୧୨ଜଣଙ୍କର ଜୀବନ

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି…

ଲଘୁଚାପ ପ୍ରଭାବ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଶବ୍ଦ ଓଡିଶା ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।…

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଦୁର୍ଘଟଣା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଶୋକସନ୍ତପ୍ତ…

ଦିଗପହଣ୍ଡି ବସ ଦୁର୍ଘଟଣା, ଗୋଟିଏ ପରିବାରର ୭ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ମୃତକଙ୍କ ମଧ୍ୟରେ ୬ ପୁରୁଷ. ୪…

ଝରିଆ ସମାଜରେ ଶିକ୍ଷା ଉପରେ ଗୁରୁତ୍ୱରୋପ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ଝରିଆ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେଙ୍କ ତତ୍ୱାବଧାନରେ ଆଜି ଅନକାବେଡା ହାଟପଡା ଠାରେ ଝରିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ…

ବିଜେପିର ସଭାରେ ମୋବାଇଲ ଟର୍ଚ୍ଚ ଜଳେଇ ଭାଷଣ ଦେଲେ ମୁଖ୍ୟ ଅତିଥି 

କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ଚାଲିଥିଲା ସଂଯୁକ୍ତ ମୋର୍ଚ୍ଚା ସମାବେଶ। ସଭା ମଧ୍ୟରେ କିଛି ସମୟ ମୋବାଇଲ ଲାଇଟ ଦ୍ବାରା ଭାଷଣ ଦେଲେ ମୁଖ୍ୟ ଅତିଥି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ସ୍ଥାନୀୟ ଟାଉନ ହଲଠାରେ। କୋରାପୁଟ…