ପୋଲିସ ହାତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର

ଭୟଙ୍କର ବସ୍ ଦୁର୍ଘଟଣାରେ ଖେଳି ଯାଇଛି ଶୋକର ଛାୟା। ୧୧ ଜଣଙ୍କ ଜୀବନ ଯାଇଛି। ତେବେ ଏସବୁ ଅଘଟଣ ଭିତରେ ଧରାପଡିଲା ଓଏସଆରଟିସି ବସ୍ ଡ୍ରାଇଭର । ଦୁର୍ଘଟଣା ଘଟାଇ ଥିବା ଓଏସଆରଟିସି ବସ୍ ଡ୍ରାଇଭରକୁ ଧରିଲା ପୋଲିସ । ବରମୁଣ୍ଡା ଓଏସଆରଟିସି ବସଷ୍ଟାଣ୍ଡରୁ ଧରିଲା ଭରତପୁର ଥାନା ପୋଲିସ । ଦୁର୍ଘଟଣା ପରେ ଅନ୍ୟ ଏକ ବସ୍ ଯୋଗେ ଭୁବନେଶ୍ୱର ଆସିଥିଲା । ଡ୍ରାଇଭରଙ୍କୁ ଧରି ଦିଗପହଣ୍ଡି ଥାନା ପୋଲିସକୁ ହସ୍ତାନ୍ତର ।

You May Also Like

More From Author

+ There are no comments

Add yours