Mon. Nov 30th, 2026

Category: Latest

ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମଦେବ କଲେଜର ୭୫ ବର୍ଷ ପୂର୍ତ୍ତିରେ ଦେବେ ଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ…

ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା।

ଶବ୍ଦ ଓଡିଶା ବ୍ୟୁରୋ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳ ୨୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ତାଲିକା ଅନୁସାରେ ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ ତେମାଜିନ ଇମନା ଅଲଁଙ୍ଗ, ଏଲଁଙ୍ଗଟକି…

ପାକିସ୍ତାନକୁ ଋଣ ଦେବାକୁ ‘ଆଇଏମଏଫ’ର ନା

ଶବ୍ଦ ଓଡିଶା ବ୍ୟୁରୋ: କଙ୍ଗାଳ ହୋଇସାରିଛି ପାକିସ୍ତାନ । ଏହାରି ଭିତରେ ଆଉ ଏକ ଝଟକା ଦେଇଛି ଆଇଏମଏଫ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ପାକିସ୍ତାନକୁ ଏହି ଝଟକା ଲାଗିଛି । ୫ ଶହ ଅରବର କରଜ ଦେବା ପାଇଁ ମନା…

ନେତା ଦୁଇଟି ଆସନରୁ ଲଢିପାରିବେ କି ନିର୍ବାଚନ?

ଶବ୍ଦ ଓଡିଶା ବ୍ୟୁରୋ: ଦୁଇଟି ଆସନରୁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନେଇ ହୋଇଥିବା ଆବେଦନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ଏହି ଜନହିତ ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତି…

ଆସାମରେ ସାମ୍ନାକୁ ଆସିଲା ୪୦୦୪ ବାଲ୍ୟ ବିବାହ ମାମଲା

ଶବ୍ଦ ଓଡିଶା ବ୍ୟୁରୋ: ଆସାମରେ ବାଲ୍ୟ ବିବାହ ଆଇନ ଉଲ୍ଲଙ୍ଘନ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାକୁ ଚିନ୍ତା ବଢିଯାଇଛି । ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦୦୪ଟି ମକଦ୍ଦମା କେବଳ ବାଲ୍ୟ ବିବାହ ଆଇନରେ ରୁଜୁ ହୋଇଛି…

ଗୋପାଳ ଦାସ ମାରିଥିବା ଗୁଳିକୁ ପାଇଲା କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ମିଳିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ଗୁଳି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି…

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଶବ୍ଦ ଓଡିଶା ବ୍ୟୁରୋ: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି…

ଗୋଆ ନିର୍ବାଚନରେ ଦିଲ୍ଲୀ ମଦ ଘୋଟାଲା ଟଙ୍କା ଲଗାଇଛି ଆପ୍,ଇଡିର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲା : ମଦ ଘୋଟାଲା ଟଙ୍କାରେ ଗୋଆରେ ନିର୍ବାଚନ ପ୍ରଚାର କରିଛି ଆପ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଭଳି ସାଂଘାତିକ ଅଭିଯୋଗ ଆପ୍ ଉପରେ ଲଗାଇଛି । କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି,ତଦନ୍ତ ବେଳେ ଜଣାପଡିଛି,ଏଭଳି କିଛି…

ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ ଥେରାଫିଷ୍ଟ ହୋଇଥିବାରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି…

ମାନୁନି ମିଆଁମାର, ଭାରତ ସୀମାରେ ଏୟାର ଷ୍ଟ୍ରାଇକ

ଭାରତ ସୀମାରେ ମିଆଁମାରର ଏୟାର ଷ୍ଟ୍ରାଇକ । କ୍ଷମତା ହାସିଲ କରିବାର ୨ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମିଆଁମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ପଡୋଶୀ ଦେଶର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକ କରିଛି ।…