Mon. Nov 30th, 2026

Category: Latest

ରାୟଗଡାରେ ଜାତୀୟ କନ୍ୟା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଶପଥ ପାଠ

ରାୟଗଡ : ରାୟଗଡା ଜିଲ୍ଲାରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ସଂଯୋଜନାରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଥିଲା ।…

ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କଲେଜରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରାଯାଉଛି। ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଠ ଦିନ ଧରି ଚାଲିଥିବା ବେଳେ ମଙ୍ଗଳବାର ଏହାର…

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ,ବାଣପୁର ମାତୃନିଳୟରେ ବିଜ୍ଞାନ ପ୍ରଦର୍ଶନୀ

ବାଣପୁର: ବାଣପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃନିଳୟ ପରିସରରେ ପାଳିତ ହୋଇଛି ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକ ।ଏହି ଅବସରରେ ଆୟୋଜିତ ହୋଇଥିଲା ୨୬ତମ ବିଜ୍ଞାନ ମେଳା ପାଳନ କରାଯାଇଛି। ବିଜ୍ଞାନ ମେଳା ସହ ବିଭିନ୍ନ ଫଟୋ, ପୁଷ୍ପ,ହସ୍ତଶିଳ୍ପ କର୍ମ ଆଦି…

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ

ସମ୍ମିଳିତ କର୍ମଜୀବୀ ସମ୍ୱାଦିକ ସଂଘର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଳିତ । ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଐତିହାସିକ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନ ହଲରେ ୮ମ ପ୍ରତିଷ୍ଠା ଦିବସ ଓ ରାଜ୍ୟସ୍ତରୀୟ ସମ୍ମିଳନୀ ପାଳତ ହୋଇଛି…

ଭଗତ ସିଂହ କୋଶିଆରୀ ରାଜ୍ୟପାଳ ପଦରୁ ହଟିବା ନେଇ ଦେଲେ ସଙ୍କେତ।

ଶବ୍ଦ ଓଡିଶା ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା,…

ନାଚୁଣୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ସ୍ତ୍ରୀ, ଶଳା ଏବଂ ବନ୍ଧୁ ସାଜିଥିଲେ ହତ୍ୟାକାରୀ ।

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ରାସ୍ତାକଡ ଜଙ୍ଗଲରେ ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୃତ ମନୋରଞ୍ଜନ ମହାପାତ୍ରଙ୍କୁ ତାଙ୍କ ସ୍ତ୍ରୀ ନିଲି ଦାସ, ଶଳା ମିଟୁ ଦାସ…

ସୟଦ ମୋଦୀ ହତ୍ୟାକାଣ୍ଡ ମାମଲା, ଭଗବତୀ ସିଂହଙ୍କୁ କୋର୍ଟରୁ ଝଟକା।

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ୩୪ ବର୍ଷ ପୁରୁଣା ବ୍ୟାଡମିଣ୍ଟନ ଖେଳାଳି ସୟଦ ମୋଦୀ ହତ୍ୟାକାଣ୍ଡରେ ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ ସାମିଲ ଥିବା ସୁଟର ଭଗବତୀ ସିଂହ ଓରଫ ପପୁକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତଙ୍କ ଆବେଦନ…

କର୍ଣ୍ଣାଟକ ହିଜାବ ମାମଲାରେ ମୁଖ୍ୟ ବିଚାରପତି କହିଲେ, ଶୀଘ୍ରହେବ ମାମଲାର ଶୁଣାଣି ।

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକ ହିଜାବ ବିବାଦରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ନେଇ ଆବେଦନ କରାଯାଇଛି । ସିଜେଆଇ ଜଷ୍ଟିସ ଚନ୍ଦ୍ରଚୁଡ ଶୀଘ୍ର ନୂଆ ବେଞ୍ଚ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୋର୍ଟରେ ଦୁଇ ଜଣ ଜଜଙ୍କ ମଧ୍ୟରେ ସହମତି…

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦିଗବିଜୟଙ୍କ ପ୍ରଶ୍ନ

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ପୁଣି ଉଠିଲା ପ୍ରଶ୍ନ । ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ଦିଗବିଜୟ ସିଂ । ସେ କହିଛନ୍ତି ଯେ ବିଜେପିର କେନ୍ଦ୍ର ସରକାର ଅନେକ ଦାବି କରିଛନ୍ତି କିନ୍ତୁ କୌଣସି…

ଦାୟିତ୍ୱ ବାଣ୍ଟିବେ କି ମୋଦୀ-ମମତା?

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଚର୍ଚ୍ଚାରେ ମୋଦୀ-ମମତା । ହେଲେ ବର୍ତମାନ ଏକଥାକୁ ଚର୍ଚ୍ଚାର ପରିସର ଭିତରକୁ ଆଣିଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ । ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…