Mon. Nov 30th, 2026

Category: Latest

ବାଣପୁର ବ୍ଲକରେ ଜିଲ୍ଲା ଜିଲ୍ଲା ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ

ଶବ୍ଦମିଡ଼ିଆ ବ୍ୟୁରୋ:ବାଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଶେଷ ହୋଇଛି। ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରଦର୍ତିଙ୍କ ପତ୍ୟକ୍ଷ ତତ୍ବାବଧାନରେ ଉପ ଜିଲ୍ଲାପାଳ ଶ୍ରୀ ଦୀପ୍ତି ରଂଜନ ସେଠୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦିଗନ୍ତ କୁମାର ରାଉତ,ଅତିରିକ୍ତ…

ପ୍ରଥମ ଥର ପାଇଁ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କଲା ଓଏଫଡ଼ିସି,ଘନଶ୍ୟାମ ମହାପାତ୍ର ପାଇଲେ ସର୍ବଶ୍ରେଷ୍ଟ ସମ୍ମାନ ‘ଜୟଦେବ ପୁରସ୍କାର’

ଶବ୍ଦମିଡ଼ିଆ ବ୍ୟୁରୋ:। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିବାଦୀୟ ତଥା ଚର୍ଚ୍ଚିତ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର “ଜୟଦେବ ପୁରସ୍କାର’ ପାଇଛନ୍ତି…

ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇ ଦିନିଆ ଆଇଏସ ସମ୍ମିଳନୀ ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ୍ ସମ୍ମିଳନୀ।ରାଜ୍ୟ କେତେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବ।ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ ଓ…

ଭାରତ ପାଇଁ କଳା ଦିବସ:ପୁଲୱାମା ଆକ୍ରମଣକୁ ପୁରିଲା ୪ ବର୍ଷ,ପ୍ରାଣ ହରାଇଥିଲେ ୪୦ ଜବାନ

ଶବ୍ଦମିଡ଼ିଆ ବ୍ୟୁରୋ:୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି। ମଙ୍ଗଳବାର ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକାଇଛନ୍ତି। ଟୁଇଟ୍‌ରେ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପୁଲୱାମାରେ ଏହି ଦିନ ଆମେ ଆମର ବୀର ଯବାନଙ୍କୁ ହରାଇଥିଲୁ।…

ରାୟଗଡା ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଶବ୍ଦମିଡ଼ିଆ ବ୍ୟୁରୋ:ଗୁଡାରି: ୧୪/୦୨/୨୦୨୩ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତଆଜି ମୋଟ ୮୩ଟି…

ଲଗାତାର ଚତୁର୍ଥଦିନରେ ଦିଲ୍ଲୀ ସ୍ଥିତ ମହରୋଲି ଠାରେ ଜବରଦଖଲ ଉଚ୍ଛେଦ ଜାରି

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ଆଜି ଦିଲ୍ଲୀସ୍ଥିତ ମହରୋଲି ଠାରେ ଡିଡିଏ ଦ୍ୱାରା ଜବରଦଖଲ ଉଚ୍ଛେଦ ଚତୁର୍ଥ ଦିନରେ ପହଞ୍ଚିଛି।ମହରୋଲି ବସ ଷ୍ଟାଣ୍ଡକୁ ଭାଙ୍ଗିଦିଆଯାଇଛି।ମହରୋଲିସ୍ଥିତ ଭୁଲ ଭୁଲୟା ଠାରେ ଦୋକାନ ବଜାର ଭଙ୍ଗାଯିବା ସହିତ ସେଠାରୁ ଉଚ୍ଛେଦ ହୋଇଛି।ଅନେକ ବର୍ଷ ହେଲା ଲୋକମାନେ ଏଠାରେ ରହିଆସୁଥିଲେ,ଏଭଳି…

କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୪୭୦୩ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି କେନ୍ଦୁଝର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଜିଲ୍ଲାର ବିକାଶମୂଳକ କାମ ପାଇଁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ ଓ…

ଆସନ୍ତାକାଲି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଶବ୍ଦମିଡ଼ିଆ ବ୍ୟୁରୋ:ଏହା ଶୁଣି କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଚକିତ ଲାଗିପାରେ। କାହିଁକି ନା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ୱିତୀୟ ଥର ପାଇଁ ବାହା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।…

ଆଜି ପୁରୀ ଜିଲ୍ଲାରେ ଉଡ଼ିବ ୧୦୮ ଫୁଟ ଲମ୍ବ ଜାତୀୟ ପତାକା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୁରୀ ଜିଲ୍ଲାରେ ଏକ ଐତିହାସିକପୂର୍ଣ କାର୍ଯ୍ୟ ହେବାକୁ ଯାଉଛି।ପୁରୀ ପ୍ରବେଶପଥ ବୀର ହରେକୃଷ୍ଣ ପୁର ଛକରେ ଉଡିବ ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା। ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮…

ସୁପ୍ରିମକୋର୍ଟରେ ପୂରଣ ହେଲା ସମସ୍ତ ବିଚାରପତି ଆସନ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି…