ଆସନ୍ତାକାଲି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା

ଶବ୍ଦମିଡ଼ିଆ ବ୍ୟୁରୋ:ଏହା ଶୁଣି କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଚକିତ ଲାଗିପାରେ। କାହିଁକି ନା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ୱିତୀୟ ଥର ପାଇଁ ବାହା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ଅନ୍ୟ କାହାକୁ ନୁହେଁ ବରଂ ସ୍ତ୍ରୀ ନତାଶାଙ୍କୁ ପୁଣି ଥରେ ବିବାହ କରିବେ । ଉଭୟଙ୍କ ବିବାହକୁ ତିନି ବର୍ଷ ହୋଇଥିବା ବେଳେ ଦ୍ବିତୀୟ ଥର ପାଇଁ ପରସ୍ପରକୁ ଆଉଥରେ ବିବାହ କରିବେ ହାର୍ଦ୍ଦିକ ଓ ନତାଶା ।ଆସନ୍ତାକାଲି ଅର୍ଥାତ ଭାଲେଣ୍ଟାଇନ୍ସ ଡେରେ ବିବାହ ହେବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours