ଆଜି ପୁରୀ ଜିଲ୍ଲାରେ ଉଡ଼ିବ ୧୦୮ ଫୁଟ ଲମ୍ବ ଜାତୀୟ ପତାକା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୁରୀ ଜିଲ୍ଲାରେ ଏକ ଐତିହାସିକପୂର୍ଣ କାର୍ଯ୍ୟ ହେବାକୁ ଯାଉଛି।ପୁରୀ ପ୍ରବେଶପଥ ବୀର ହରେକୃଷ୍ଣ ପୁର ଛକରେ ଉଡିବ ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା। ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮ ଫୁଟର ଐତିହ୍ୟ ଜାତୀୟ ପତାକା ଆଜି ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ଆଉ ବାଟଗାଁ ଛକ ନିକଟରେ ଐତିହ୍ୟ ସମ୍ପନ୍ନ ପତାକା ଲଗାଯିବା ସହ ସେଠାରେ ଏକ ପାର୍କ ବି କରାଯାଇଛି।ଆଉ ଏହି ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ , ପୁରୀ ଜିଲ୍ଲାର ସମସ୍ତ ବିଧ୍ୟାୟକ ଓ ସାଂସଦ ଯୋଗ ଦେବେ । ଯାହାକୁ ନେଇ ସମସ୍ତେ ଖୁବ ଖୁସି ବ୍ୟକ୍ତ କରୁଛନ୍ତି।

You May Also Like

More From Author

+ There are no comments

Add yours