Sun. Oct 18th, 2026

Category: Latest

ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ…

ଭୂତତ୍ତ୍ୱବିତଙ୍କ ବଡ଼ ସଫଳତା, ପାଞ୍ଚ ମାସ ପୂର୍ବରୁ ଜାଣିହେବ ହେବ ଆଗ୍ନେୟ ଉଦଗୀରଣ

ଭୂତତ୍ତ୍ୱବିତମାନଙ୍କୁ ବଡ଼ ସଫଳତା। ପାଞ୍ଚ ମାସ ପୂର୍ବରୁ ଆଗ୍ନେୟଗିରି ଉଦ୍ଗୀରଣକୁ ସଫଳତାର ସହିତ ପୂର୍ବାନୁମାନ କରଛନ୍ତି। ନୂତନ ପୂର୍ବାନୁମାନ ପ୍ରଣାଳୀର ବିକାଶ କରି ଅନୁସନ୍ଧାନକାରୀମାନଙ୍କର ଏକ ଦଳ ଏକ ନୂତନ ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ଆଗରୁ ଆଗ୍ନେୟଗିରିର ଉଦୟ ହେବାର…

କିଡନୀ ରୋଗକୁ କମ୍ କରିବ କଫି

ଦିନକୁ ଗୋଟିଏ କପ୍ କଫି ଭଲ କରିପାରିବ କିଡନୀ ରୋଗ। କଥାଟି କୌତୁହଳ ଲାଗୁଥିଲେ ମଧ୍ୟ ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଅତି କମ୍ରେ ଗୋଟିଏ କପ୍ କଫି ପିଇବା ଦ୍ୱାରା…

ପରିବେଶ ପାଇଁ କିପରି ଥିଲା ସି-ଭେଟରଙ୍କ ସର୍ଭେ

ସବୁଠି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପରିବେଶ ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ନିହାତି ଆବଶ୳କ। ସେଥିପାଇଁ ସମଗ୍ର ଭାରତରେ ସି-ଭୋଟରଙ୍କ ଦ୍ବାରା କରାଯାଇଥିବା ଦେଶବ୍ୟାପୀ ସର୍ଭେରେ ଏହା ପ୍ରକାଶ ପାଇଛି। ଅନିୟମିତ ନମୁନା ସଂଗ୍ରହ…

ଇମ୍ରାନଙ୍କୁ ହତ୍ୟା ଗୁଜବ

ପାକିସ୍ତାନରେ ହାଇଡ୍ରାମା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପାକିସ୍ତାନରେ ଚାଂଚଲ୍ୟ ଖେଳାଇ ଦେଇଛି। ଏଥିନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଘର…

ଶଙ୍କରାଚାର୍ଯ୍ୟଙ୍କ କାବ୍ୟର ଭୁଲ ବ୍ୟାଖ୍ୟା,ବିବାଦରେ ଆଇଆଇଟି ସହକାରୀ ପ୍ରଫେସର

କାଠଗଡ଼ାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ସହକାରୀ ପ୍ରଫେସର ଦିବ୍ୟା ଦ୍ୱିବେଦୀ। ଆଦି ଶଙ୍କରାଚାର୍ୟ୍ୟଙ୍କ ଶ୍ଲୋକ ‘ଭଜ ଗୋବିନ୍ଦମ୍ ମୁଢମତେ’ର ଭୁଲ ବ୍ୟାଖ୍ୟାକୁ ନେଇ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଇଣ୍ଟରନେଟ ମିଡିଆରେ ଭୁଲ ବ୍ୟାଖ୍ୟା କରାଯାଇଥିବା ପାରାଗ୍ରାଫର…

ସମାନ ଦିଶୁଥିଲେ ବି କ’ଣ ରହିଛି ଏହି ଦୁଇ ଗ୍ରହ ମଧ୍ୟରେ ପାର୍ଥକ୍ୟ?

ସୌରମଣ୍ଡଳରେ ଘୂରି ବୁଲୁଛନ୍ତି ଅସଂଖ୍ୟ୳ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ତାରାପୁଞ୍ଜ। ତେବେ ୮ଟି ମୁଖ୳ ଗ୍ରହ ମଧ୍ୟରୁ ଆମେ କଥା ହେବା ୟୁରେନ୍ସ ଓ ନେପଚୁନ ବିଷୟରେ। ଯଦିଓ ସେମାନେ ସମାନ ରଙ୍ଗରେ ରଙ୍ଗ ହୋଇଥିବା ପରି ଦେଖାଯାଆନ୍ତି, ହେଲେ…

ବିଳମ୍ବରେ ବିଶ୍ୱର ପ୍ରଥମ ଚନ୍ଦ୍ର ମିଶନ

ବିଳମ୍ବ ହୋଇଛି ସ୍ପେସ-ଏକ୍ସର ଚୂଡ଼ାନ୍ତ ପରିବେଶ ମୂଲ୍ୟାୟନ। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା ଏଫ୍ଏଏ ମଙ୍ଗଳବାର ଦିନ ଟେକ୍ସାସର ବୋକାଚିକା ଠାରେ ପ୍ରସ୍ତାବିତ ସ୍ପେସ୍ ଏକ୍ସ ଷ୍ଟାରସିପ୍ ମହାକାଶଯାନ ଏବଂ ସୁପର ହେଭି ରକେଟ୍ କାର୍ଯ୍ୟକ୍ରମର ବିଳମ୍ବ ବିଷୟ ସ୍ପଷ୍ଟ କରିଛି…

ଜାଣନ୍ତୁ: କିପରି ଥିଲା ଆଧାରର ଯାତ୍ରା

ସାଧାରଣତଃ ଗୋଟେ ଲୋକକୁ ତା’ ପରିଚୟ କ’ଣ ବୋଲି ପଚାରିଲେ ସେ ପ୍ରମାଣରେ ଆଧାରକାର୍ଡକୁ ଦେଖାଇଥାଏ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ବିଦ୍ୟାଳୟରେ ପିଲାଙ୍କ ଆଡମିଶନ ପର୍ୟ୍ୟନ୍ତ ଆଧାରକାର୍ଡର ଆବଶ୍ୟ୳କତା ରହିଛି। ଭାରତରେ ଏପର୍ୟ୍ୟନ୍ତ ୧୩୩ କୋଟିରୁ ଅଧିକ…

ମନ୍ଥର ହେଲା ନାସା; ବିଳମ୍ବରେ ଆସିବ ସାଟେଲାଇଟ୍ ସିଷ୍ଟମ୍-୨

ଉପଗ୍ରହର ଲାଭ ଉଠାଇବାରେ ବିଳମ୍ବ କରିଛି ନାସା। ପୋଲାର ସାଟେଲାଇଟ୍ ସିଷ୍ଟମ୍-୨ ଉପଗ୍ରହକୁ ବିକଶିତ କରିବାରେ ହୋଇଯାଇଛି ଡେରି। ନାସା, ଆମେରିକାର ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ମିଳିତ ଭାବରେ ବିକଶିତ ହେଉଛି ପୋଲାର ସାଟେଲାଇଟ୍ ସିଷ୍ଟମ୍-୨ ଉପଗ୍ରହ…