Sun. Oct 18th, 2026

Category: Latest

କେଉଁଠି ହୋଇଛି କ୍ରସ ଭୋଟିଂ

ଚାଲିଛି ଉତ୍ସବ । ଓଡ଼ିଆ ଝିଅ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟରେ ଉତ୍ସବ ମୁଖର ହୋଇପଡିଛି ସାରା ଭାରତ। ଦେଶର ପ୍ରଥମ ଆଦିବାସୀ ତଥା ଦ୍ବିତୀୟ ରାଷ୍ଟ୍ରପତି ଭାବେ ଦେଶର ପ୍ରଥମ ନାଗରିକ ହେବାର ସୁଯୋଗ ପାଇଛନ୍ତି…

ଦ୍ରୌପଦୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଦେଶର ପ୍ରଥମ ଅଦିବାସୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ତୃତୀୟ ରାଉଣ୍ଡ ଗଣତିରେ ଫଳାଫଳ ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଦଳର…

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ‌ଲେ ଦୌପଦୀ ମୁର୍ମୁ

ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…

ବିଏମସିର ନୂଆ ନିୟମ; ସୁନ୍ଦର ସ୍ମାର୍ଟସିଟିରେ ପୋଷ୍ଟରକୁ ନା

ସ୍ମାର୍ଟସିଟି ଭୁବନେଶ୍ବର କୁ ସ୍ବଚ୍ଛ ଓ ସୁନ୍ଦର ଗଢିବା ପାଇଁ ନୂଆ ନୂଆ ଯୋଜନା ହେଉଛି। ବର୍ତ୍ତମାନ ରାସ୍ତା କଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ମହଙ୍ଗା ପଡ଼ିବ। ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଗଢିବାରେ ଲାଗିପଡ଼ିଛି ବିଏମସି। ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ…

ଦାଦନ ମୁକ୍ତ ରାଜ୍ୟ ଲକ୍ଷ୍ୟରେ ସରକାର

ବିଭିନ୍ନ ଯୋଜନା ପରେ ଏବେ ଓଡ଼ିଶାକୁ ଦାଦନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୳ ସରକାର। ଓଡିଶାକୁ ଦାଦନ ମୁକ୍ତ କରିବା ଉଦ୍ଦେଶ୳ରେ ମନରେଗା ଯୋଜନାକୁ ଦିଆଯାଉଛି ଗୁରୁତ୍ବ । ମନରେଗା ଯୋଜନା ଜରିଆରେ ଲେକମାନଙ୍କୁ ଅତିରିକ୍ତ କାର୍ଯ୍ୟ ଯୋଗାଇବାକୁ…

କରୋନାର ଚିକିତ୍ସାରେ ଲାଭଦାୟକ ହେଉଛି ଅଣ୍ଡା

କରୋନା ମହାମାରୀର ଶୀକାର ହୋଇଥିବା ଲୋକଙ୍କ ପାଇଁ ଲାଭଦାୟକ ସାବ୳ସ୍ତ ହୋଇଛି କୁକୁଡ଼ା ଅଣ୍ଡା । ଅଣ୍ଡାରୁ ସଂଗୃହିତ ଆଣ୍ଟିବଡି ଦ୍ବାରା କୋରୋନା ରୋଗର ଚିକିତ୍ସା କରାଯାଇପାରିବ। ଏନେଇ ଦାବି କରିଛନ୍ତି ଆମେରିକୀୟ ବୈଜ୍ଞାନିକ। ଏଗୁଡିକ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଇପାରିବ…

ଜଳ ଜୀବନ ମିଶନରେ ରାଜ୳ର ୪୩.୫୨ ଲକ୍ଷ ପରିବାର ପାଉଛି ଟ୍ୟାପ ପାଣି

ଓଡିଶାର ୪୩.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା…

ସାରା ଦିନର ଖବର

୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ। ରାଜ୍ୟରେ ଦିନକୁ ୯ ଦୁଷ୍କର୍ମ। ବର୍ଷକରେ ଦେଢ ଲକ୍ଷରୁ ଅଧିକ ଅପରାଧିକ ମାମଲା। ଶ୍ରୀଲଙ୍କାର ରାଷ୍ଟ୍ରପତି ହେଲେ ରାନିଲ୍ ବିକ୍ରମାସିଂଘେ । ୧୩୪ ଭୋଟ୍ ପାଇ ସେ ବିଜୟୀ ହୋଇଛନ୍ତି। ଦୁଲ୍ଲାସ ଅଲାହପ୍ପେରୁମା ଓ…

ଜାଣନ୍ତୁ କିଏ ଭାରତର ଧନୀ ମହିଳା ?

ସାଧାରଣତଃ ଭାରତ ସବୁଠାରୁ ଧନୀ ବ୍ୟକ୍ତି କହିଲେ, ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ପରି ଶିଳ୍ପପତିଙ୍କ ନାମ ମନକୁ ଆସେ। କିନ୍ତୁ ଭାରତର ସବୁଠାରୁ ଧନୀ ମହିଳା କିଏ ? ଏହାର ଉତ୍ତର ହେବ ସାବିତ୍ରୀ ଜିନ୍ଦଲ । ସେ ହେଉଛନ୍ତି…

ଆମେରିକା ଡଲାର ତୁଳନାରେ କମୁଛି ଭାରତୀୟ ମୁଦ୍ରାର ମୂଲ୳

ଭାରତୀୟ ମୁଦ୍ରାର ମୂଲ୳ ଲଗାତାର ହ୍ରାସ ପାଇବାରେ ଲାଗିଲାଣି। ସୋମବାର ଭାରତୀୟ ମୁଦ୍ରାରେ ୧ ଡଲାରର ମୂଲ୳ ୮୦ଟଙ୍କା ଥିଲା। ଯାହା କିଛି ସମୟ ପରେ ଖସି ଆସି ୭୯.୯୭ ଟଙ୍କା ହୋଇଥିଲା । କେନ୍ଦ୍ର ସରକାର ସୋମବାର ସଂସଦରେ ସ୍ୱୀକାର…