Category: Latest
ଗ୍ରେଡ ପେ-ଲେଭେଲ୍ ୪ରୁ ୯କୁ ବୃଦ୍ଧି କରିବା ଦାବିରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ
ଖୋର୍ଦ୍ଧାଜିଲ୍ଲା,ବାଣପୁର ତହସିଲ ଅଫିସ ସମ୍ମୁଖରେ ୫ ଦିନବ୍ୟାପି ଅମଲାଙ୍କ ଆନ୍ଦୋଳନ। ଆଗାମୀ ୩୧ଜୁନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ। ୨୨.୦୫.୨୩ ଠାରୁ ୩୧.୦୫.୨୩ ପର୍ଯ୍ୟନ୍ତ କଳାବ୍ୟାଜ ଧାରଣ କରିବେ ଯଦି ସରକାର ନଶୁଣନ୍ତି ତେବେ ୦୧.୦୬.୨୩ରୁ [more…]
ବଢୁଛି କୁସ୍ତିଯୋଦ୍ଧାଙ୍କ ସମର୍ଥନ, ବିରୋଧରୁ ଦେବେନି ପଛଘୁଞ୍ଚା!
ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଅନ୍ୟପଟେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରେଳ ବିଭଗର ଓଏସଡି [more…]
ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଆରକ୍ଷୀ [more…]
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳନ ହୋଇଛି। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ସକାଳ ସମୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା [more…]
ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏଯାଏଁ କେରଳ ଛୁଇଁନାହିଁ ମୌସୁମୀ ,ଆଜି ଆସିପାରେ ସ୍ପଷ୍ଟ ଚିତ୍ର
ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଏହା ୪୦ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ [more…]
ଯଶୋଦା ମା ଫାଉଣ୍ଡେସନ ଏବଂ କେୟାର ନେତ୍ରମ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ଵରର ଅଗ୍ରଣୀ ସାମାଜିକ ଓ ସେଚ୍ଛାସେଵୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ଏବଂ ଇୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ନୀଳାଦ୍ରି ଵିଵାହ ପଣ୍ଡା ପାର୍କ ବସ୍ତି କମୁନିଟି [more…]
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ ଆଦାନୀ ଗ୍ରୁପ୍
ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଗୌତମ ଆଦାନୀଙ୍କ ବଡ ଘୋଷଣା । ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ପାଠପଢାଇବ ଆଦାନୀ ଗ୍ରୁପ । ଦୁର୍ଘଟଣାରେ ପରିବାରକୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ [more…]
ଆଜିଠୁ ମହାପ୍ରଭୁଙ୍କ ଅଣସର ଦର୍ଶନ, ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ଶବ୍ଦ ଓଡିଶା ବ୍ୟୁରୋ: ମହାପ୍ରଭୁ ଅଣସର ଦର୍ଶନ ଆଜିଠୁ । ଗତକାଲି ଦେବସ୍ନାନ ନୀତି ପରେ ଅଣସର ପିଣ୍ଡିରେ ଅଛନ୍ତି ଚତୁର୍ଦ୍ଧାମୂର୍ତି । ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । [more…]