Wed. Oct 14th, 2026

Category: ଲୀଳାମୟ ଜଗନ୍ନାଥ

ଆଜି ଶ୍ରୀଗୁଣ୍ଡିଚା, ଲୋକାରଣ୍ୟ ମଧ୍ୟରେ ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ,…

ପାତାଳୀ ଶ୍ରୀକ୍ଷେତ୍ର ଓ ରଥଯାତ୍ରାର ଜଣା ଅଜଣା କଥା

କାହିଁ କେତେ ଦିନରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ତ୍ରୀକୁଟ କନ୍ଦର ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚୟ ପାଇଛି । ଅତୀତରେ ଶ୍ରୀମନ୍ଦିରୁ ଜଗନ୍ନାଥ ବିଭିନ୍ନ ସମୟରେ ବାହାରି ଅନେକ ଅଗମ୍ୟ ଯାଗାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । କେତେବେଳେ ନୀଳ ଜଳରାଶି…

ଭକ୍ତଙ୍କର ଭକ୍ତିକୁ ନେଇ ସଉଦା; ବିକ୍ରି ହେଉଛି ନକଲି ମହାପ୍ରସାଦ

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା ପରେ ବର୍ତ୍ତମାନ ମହାପ୍ରସାଦକୁ…

ରଥ ନିର୍ମାଣ ଜୋରସୋର,ତିନି ରଥରେ କାନକମୁଣ୍ଡି ସରିଲା

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ ।ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’…

ଶ୍ରୀଅଙ୍ଗରେ ଦଶମୂଳମୋଦକ ଖଳିଲାଗି

ଅଣସର ସମୟରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଶ୍ରୀଅଙ୍ଗରେ ଖଳି ଲାଗିହେବ। ଗତକାଲି ଚକାବିଜେ ପରେ ଆଜି ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ମୋଦକ (ଯାହାକୁ ଦଶମୂଳ ମୋଦକ ବୋଲି କୁହାଯାଏ) ମଧ୍ୟ ମହାପ୍ରଭୁ ଙ୍କୁ ଲାଗି ହେବ। ପୂର୍ଣ୍ଣିମା…

ତିନି ରଥର ବିଶେଷତା

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭…

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଚି। ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା…

ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି⚫❗⚫

ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ ।…

ରଥର ନାଁ ନନ୍ଦିଘୋଷ

ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ…

ପୁରୀର ମା ମଶାଣିଚଣ୍ଡୀଙ୍କ ପୀଠ

ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ…