Thu. Oct 15th, 2026

Category: ଜୀବନ ସଂସ୍କୃତି

ଜଗତପତିଙ୍କ ପଖାଳ ପ୍ରୀତି

#PakhalaDibasa #sabdaodisha #sabdamediaଓଡ଼ିଶା ମାଟିର ମହକ ନିଆରା ,ମହ ମହ ଖାଲି ବାସେ ;ଅମୃତ ମଣୋହି ଓଡ଼ିଆ ପରସି,ପଖାଳ କଂସାରେ ବସେଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆମେ ଓଡ଼ିଆ ,ଆମ ମାଟି ଓଡ଼ିଆ। ଆମ ସଂସ୍କୃତି ପରମ୍ପରା…

ଦୋଳରୁ ପଡି ହାତ ଭାଙ୍ଗିଦେଲେ କଳା ସାଆନ୍ତ

“ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ”। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ ଦର୍ଶନ କଲେ ମଣିଷ ପୁନର୍ଜନ୍ମରୁ ମୁକ୍ତିଲାଭ କରେ ବୋଲି କୁହାଯାଏ। ଏ ତିନୋଟି ପ୍ରମୁଖ ଯାତ୍ରା ଓଡ଼ିଆ…

ପ୍ରେରଣାଦାୟୀ ଆଦରର ମାଆ ନିବେଦିତା

ଏବେ ମହିଳା ଅବଳା କି ଦୁର୍ବଳା ନୁହନ୍ତି। ସେମାନେ ସ୍ୱୟଂଶିଦ୍ଧା । ପୁରୁଷଙ୍କ ସହ ସମକକ୍ଷ । ନିଜର ପ୍ରତିଭା, କର୍ତ୍ତବନିଷ୍ଠ ମହିଳାମାନଙ୍କୁ କରିଛି ସ୍ୱତନ୍ତ୍ର । ଏଭଳି ଜଣେ ମହିଳା ହେଉଛନ୍ତି ସର । ସମାଜର ଅବଳେିତ, ନିସ୍ପେଷିତ ପିଲାଙ୍କ…

ଦେଶର ପ୍ରଥମ ବାଣିଜ୍ୟିକ ଉଡାଣ,ଟାଟା ଗ୍ରୁପର ଚମତ୍କାର ପୋଷ୍ଟ

ଟାଟା ଗ୍ରୁପ୍ ପରିବାରରେ ସାମିଲ ହୋଇଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆ ଏକଦା ଟାଟା ଗ୍ରୁପ ଅଧୀନରେ ଥିଲା । ଜାହଙ୍ଗୀର ରତନଜୀ ଦାଦାଭାଇ ଟାଟା ୧୯୩୨ରେ ଏହି ବିମାନ ସଂସ୍ଥା ପ୍ରତିଷ୍ଠା କରିଥିଲେ। ଏହାକୁ ସେତେବେଳେ ଟାଟା ଏୟାରଲାଇନ୍ସ…

ଯଶୋଦା ମାଆ ଫାଉଣ୍ଡେସନ୍ ତରଫରୁ ଏକ ଭାଗବତ ଚର୍ଚ୍ଚା ଓ ଯୋଗ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଯଶୋଦା ମାଆ ଫାଉଣ୍ଡେସନ୍ ତରଫରୁ ଏକ ଭାଗବତ ଚର୍ଚ୍ଚା ଓ ଯୋଗ ପ୍ରଶିକ୍ଷଣ ଶିବିର ନିରାଡମ୍ବର ଭାବରେ ଉଦଘାଟିତ ହୋଈଯାଇଅଛି । ଉକ୍ତ ଉତ୍ସବରେ ଭଗବତ ଭକ୍ତ ପୁରୀ ମୁକ୍ତି ମଣ୍ଡପ ର ବରିଷ୍ଠ ସଦସ୍ୟ, ଜ୍ଯୋତିର୍ବିଦ୍,ବାସ୍ତୁଶାସ୍ତ୍ରବିତ୍ ତଥା ଆଧ୍ୟାତ୍ମିକ…

ଚିରଦିନ ପାଇଁ ଚାଲି ଗଲେ ଖଇରୀ ମାଆ

ଶବ୍ଦ ଓଡିଶା ବ୍ୟୁରୋ: ଚିରଦିନ ପାଇଁ ଚାଲି ଗଲେ ଖଇରୀର ମାଆ । ନଦୀକୂଳରୁ ଉଦ୍ଧାର ହୋଇଥିବା ବାଘୁଣୀ ଖଇରୀକୁ ନିଜ ପିଲା ଭଳି ଲାଳନପାଳନ କରିଥିବା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୁରୀଙ୍କ ପତ୍ନୀ…

ବାହାରିନ ରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ମାନାମା ବାହାରିନ : ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ୱାରା ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ବାହାରିନ ଓଡ଼ିଆ ସାମାଜର…

ଜଗନ୍ନାଥଙ୍କ ମୁହଁ କଳା ଆଉ ଦେହ ଧଳା କାହିଁକି ?

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ। ତାଙ୍କ ମନ୍ଦିର, ତାଙ୍କ ମୂର୍ତ୍ତି ତାଙ୍କ ବେଶ, ଯାନିଯାତ୍ରା ସବୁଥିରେ ରହିଛି ନିଆରା ପଣ। ଦେଖିବା ଲୋକକୁ ଯାହା ଦିଶେ ବେଳେବଳେ ସେ ସବୁର ଉତ୍ତର ମିଳେନା। ଶ୍ରୀ ଜଗନ୍ନାଥ ଏମିତି କାହିଁକି…

ଶ୍ରୀଜଗନ୍ନାଥ ଶିଖାଉଛନ୍ତି ସମ୍ପର୍କର କଥା

ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ଫିଟିନି, ପ୍ରଭୁ ଏତେ ଗାଧୋଇଲେ ଯେ ଜ୍ୱରରେ ପଡିଲେ । ସୁସ୍ଥ ହୋଇଛନ୍ତି କି ନାହିଁ ଭାଇଭଉଣୀଙ୍କ ସହ ୫ଦିନ ହେବ ଯାଇଛନ୍ତି ମା’ ଗୁଣ୍ଡିଚା ମନ୍ଦିର । ବଡ଼ ଭଉଣୀ ମା ବିମଳାଙ୍କ ପରାମର୍ଶରେ…

ଗଇଣ୍ଠାଳ ଫିଟିବା ପୂର୍ବରୁ ଶ୍ରୀଜଗନ୍ନାଥ ଚମ୍ପଟ

ଘରେ ଦିନ କେଇଟାର ବୋହୂ ଲକ୍ଷ୍ମୀ। ତାଙ୍କୁ ଛାଡି କାହାକୁ ଆସିବାକୁ ମନ ହେବ ? ହେଲେ ଏ ମନୁଆ ଠାକୁର ଭକତ ଭାବରେ ବାଇ ହୋଇ ନବ ବିହିତା ସ୍ତ୍ରୀକୁ ଘରେ ଛାଡି ଯାତ୍ରା କରନ୍ତି ଗୁଣ୍ଡିଚାବାଡି । ଭକତ…