Thu. Oct 15th, 2026

Category: ଦେଶ ଖବର

ଥମୁନି ର୳୲ଗିଂ ନିଆଁ; ତକିଆ ସହ ସେକ୍ସ କରିବାକୁ କହୁଛନ୍ତି ସିନିଅର

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। ଏବେ ବଡ ଧରଣର ର୳୲ଗିଂ ମାମଲା…

କ’ଣ ଥିଲା ଦ୍ରୌପଦୀଙ୍କର ପ୍ରକୃତ ନାଁ?

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ…

ବିବାହର ୭ ବର୍ଷ ପରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ ବିତାନ୍ତି। ତେବେ ଏକା ସାଙ୍ଗରେ ୫ଟି…

କାରଗିଲ ବିଜୟ ଦିବସରେ ବଡ଼ ଘୋଷଣା କଲେ ରାଜନାଥ ସିଂ

କାରଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଦେଶର ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଲାଗି କେନ୍ଦ୍ର ସରକାର ଏକ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବାକୁ ଯାଉଛନ୍ତି । ସେ…

ହ୍ୱାଟ୍ସଆପ ଅପଡେଟ: ଡିସଆପିୟରିଂ ମେସଜ ହେବନି ଡିଲିଟ

ଦିନକୁ ଦିନ ହ୍ୱାଟ୍ସଆପ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ୱାଟ୍ସଆପ ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ନିକଟ ଅତୀତରେ ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ…

ପରୀକ୍ଷା ହଲରେ ଏକାଠି ବସି ମୋବାଇଲରୁ କପି କରୁଛନ୍ତି ଛାତ୍ରଛାତ୍ରୀ

ଶିକ୍ଷା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥାଏ। ଜ୍ଞାନର ଭଣ୍ଡାରକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଛାତ୍ର ଉଭୟ ଏଥିରେ ଲାଗିପଡନ୍ତି। କିନ୍ତୁ କିଛି ବିଶୃଙ୍ଖଳିତ ଶିକ୍ଷା ପ୍ରଣାଳୀରେ ଏକ ଛାତ୍ରର ଭବିଷ୳ତ ଅପରେ ପ୍ରଶ୍ନ ସୃଷ୍ଟି ହୁଏ।…

ରାଷ୍ଟ୍ରପତିଙ୍କ କ୍ଷମତା ଓ ସୁବିଧା

ଦେଶ ପାଇଛି ନୂଆ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି। ରାଇରଙ୍ଗପୁରରେ ଅତି ସାଧାରଣ ଜୀବନଯାପନ କରୁଥିବା ଦ୍ରୌପଦୀଙ୍କୁ ଏବେ ବିଳାସପୂର୍ଣ୍ଣ ଜୀବନ ବିତେଇବାର ସୁବିଧା ସୁଯୋଗ ମିଳିବ। ନଜର ପକାଇବା କ’ଣ…

ସଂଘର୍ଷମୟ ଜୀବନର କାହାଣୀ, ରାଇରଙ୍ଗପୁରରୁ ରାଇସିନା ହିଲ୍ସର ଯାତ୍ରା

ଦ୍ରୌପଦୀ ମୁର୍ମୁଙ୍କୁ ଆଜି କୌଣସି ବିଶେଷ ପରିଚୟର ଆବଶ୳କତା ନାହିଁ । କାଲିର ଜଣେ ସାଧାରଣ ଆଦିବାସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଶାସନ ଗାଦିରେ ବିରାଜିଛନ୍ତି। ଭାରତର ୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ…

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେ‌ଲେ ଦୌପଦୀ ମୁର୍ମୁ

ଜୁଲାଇ ୨୧, ୨୦୨୨। ଏହି ଦିନଟି ଓଡ଼ିଶା ଲାଗି ପାଲଟି ଯାଇଛି ଏକ ଐତିହାସିକ ଦିନ। ଓଡ଼ିଶା ମାଟିର ଝିଅ, ମୟୂରଭଂଜ ଅଞ୍ଚଳର ଆଦିବାସୀ ନେତ୍ରୀ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…

ଜଳ ଜୀବନ ମିଶନରେ ରାଜ୳ର ୪୩.୫୨ ଲକ୍ଷ ପରିବାର ପାଉଛି ଟ୍ୟାପ ପାଣି

ଓଡିଶାର ୪୩.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା…