ବଦଳିବ ବିଶ୍ୱ, ଯେତେବେଳେ ଏକାଠି ହେବେ ଭାରତ ଓ ଚାଇନା: ଦଲାଇ ଲାମା
ଭାରତ ଓ ଚାଇନା ଏକାଠି କାର୍ଯ୍ୟ କଲେ ବିଶ୍ୱ ଲାଭବାନ ହେବ ବୋଲି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା କହିଛନ୍ତି। ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଚାଇନା ଭାରତର ଅହିଂସା ଏବଂ କରୁଣା ନୀତିକୁ ଆପଣାଇବା ଆବଶ୍ୟକ। ଦୁଇ ଦେଶର…
ମେଘାଳୟ: କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କ ଇସ୍ତଫା, ଏନପିପିରେ ହୋଇପାରନ୍ତି ସାମିଲ ।
ଶବ୍ଦ ଓଡିଶା ବ୍ୟୁରୋ: ମେଘାଳୟର କ୍ୟାବିନେଟ ମନ୍ତ୍ରୀ ହେମଲେଟସନ ଦେହଲିଙ୍ଗଙ୍କ ସମେତ ତିନି ବିଧାୟକ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । କରନାଡ ସାଙ୍ଗାମା ସରକାରରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଦୋହାଲିଙ୍ଗ ପିପୁଲ୍ସ ଡେମୋକ୍ରାଟିକ ଆଲାଏନ୍ସ(ପିଡିଏସ)ର ବିଧାୟକ…
ଭାରତରେ ଚିହ୍ନଟ ହେଉଛି କରୋନାର ନୂଆ ଭାରିଆଣ୍ଟ, ଏକ୍ସବିବି.୧.୫ରେ ସଂକ୍ରମିତ ହେଲେଣି ୭ ଜଣ ।
ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ଦ୍ରୁତଗତିରେ କରୋନାର ସଂକ୍ରମଣ ବଢିଚାଲିଛି । ଏକ୍ସବିବି.୧.୫ ଭାରିଆଣ୍ଟର ମାମଲା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଦେଶରେ ଏହି ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୭ ଛୁଇଁଛି । ଭାରତୀୟ- ସାର୍ସ-ସିଓବି-୨ ଜିନୋମିକ୍ସ କଂସୋର୍ଟିୟମର…
ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ, ଗିରଫ ଆଶୁତୋଷ ଚଳାଉଥିଲା ଦୁର୍ଘଟଣା କରାଇଥିବା କାର ।
ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ କାଞ୍ଜିୱାଲା ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସପଳତା । ପୋଲିସ ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଗିରଫ କରିଛି । ଶୁଣିବାକୁ ମିଲିଛି ଯେ ଯେଉଁ କାରରେ ଅଞ୍ଜଳି ସହ ଦୁର୍ଘଟଣା କରାଯାଇଥିଲା…
ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ
ଓଡ଼ିଶାରେ ୫ଜି ସେବା ଶୁଭାରମ୍ଭ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ…
ସିନେମା ହଲରେ ବାହାର ଖାଦ୍ୟକୁ ନା
ଫିଲ୍ମ ଦେଖିବା ବେଳେ ଖାଇପାରିବେନି ବାହାର ଖାଦ୍ୟ । ସିନେମା ହଲରେ ବାହାର ଖାଦ୍ୟ ବାରଣ ହୋଇଥିବା ବେଳେ ରୁଜୁ ହୋଇଥିବା ଏକ ମାମଲା ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ସିନେମା ହଲ ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି…
କନଷ୍ଟେବଳ ନିଜକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି
ଦିଲ୍ଲୀ ପୋଲିସରେ ପୋଷ୍ଟ ହୋଇଥିବା କନଷ୍ଟେବଳ ନିଜକୁ ଗୁଳି କରି ହତ୍ୟା ଘଟଣାରେ ନୂଆ କଥା ସାମ୍ନାକୁ ଆସିଲା। ଇସ୍ରାଏଲ୍ ଦୂତାବାସର କିଛି ଅଧିକାରୀ ରହୁଥିବା ବସନ୍ତ ବିହାରରେ ଏହି ଘଟଣା ଘଟିଥିଲା। କନଷ୍ଟେବଳ ସେହି କ୍ୟାମ୍ପସ ଭିତରେ ଥିବା ଏକ…
ପରିତ୍ୟକ୍ତ ପ୍ଲାଷ୍ଟିକ୍ ବୋତଲରେ ଭାରତର ସୁନ୍ଦର ମାନଚିତ୍ର ନିର୍ମାଣ
ଦିଲ୍ଲୀର ଲୋକଙ୍କୁ ପରିବେଶ ବିଷୟରେ ସଚେତନ କରାଯାଉଛି, ସେଥିପାଇଁ ବିଦ୍ୟାଳୟରେ ପୁରାତନ ଜିନିଷରୁ ବିଭିନ୍ନ ଆକୃତି ତିଆରି କରାଯାଉଛି । ଦିଲ୍ଲୀର ବସନ୍ତ କୁଞ୍ଜର ଏକ ମ୍ୟୁନିସିପାଲିଟି ସ୍କୁଲର ଏକ କ୍ଲବ୍ ଦ୍ୱାରା ପୁରୁଣା ପ୍ଲାଷ୍ଟିକ୍ ବୋତଲ ସହିତ କାନ୍ଥରେ ଭାରତର…
ଭୁଲ ଥିଲା ବିମୁଦ୍ରୀକରଣ! ସେ ଥିଲେ ଏକୁଟିଆ ଜଜ ଯିଏ ସରକାରଙ୍କ ନିଷ୍ପତ୍ତି ଉପରେ ଉଠାଇଥିଲେ ପ୍ରଶ୍ନ
ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ନୀତି ଓ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୧୬ରେ ସାରା ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଠିକ୍ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଷ୍ପତ୍ତି ଶୁଣାଇବା ସହ ମାମଲା…