Sun. Nov 29th, 2026

Category: ଦେଶ ଖବର

ଭାରତୀୟ ଖାଦ୍ୟର ମଜା ନେଲେ ଜାପାନ ରାଷ୍ଟ୍ରଦୂତ, ମୋଦିଙ୍କ ପ୍ରଶଂସା

https://twitter.com/narendramodi/status/1667754228314685441?t=Uu7LWOQ9eCh4386wGkFeJQ&s=19 ଭାରତ ଖାଦ୍ୟପେୟ ସବୁବେଳେ ସ୍ଵତନ୍ତ୍ର। ବିଭିନ୍ନ ପ୍ରକାର ବ୍ୟଞ୍ଜନର ଲାଭ ଉଠାଉଥିବା ଲୋକଙ୍କ ପାଇଁ ଭାରତ ଏକ ଆକର୍ଷକ ସ୍ଥାନ। ଏହାରି ଭିତରେ ଭାରତରେ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି ନିଜ ପତ୍ନୀଙ୍କ ସହ ଖାଦ୍ୟପେୟର ମଜା ଉଠାଉଥିବା ଦେଖିବାକୁ…

୪୦ ବର୍ଷ ପରେ ଫତେହପୁର ବେରୀ ଗାଁରେ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ରାଜଧାନୀ ଦିଲ୍ଲୀରେ ଅନେକ ପୋଖରୀ ଏବଂ ହ୍ରଦ ଅଛି, କିନ୍ତୁ ସରକାରଙ୍କ ସଠିକ୍ ରକ୍ଷଣାବେକ୍ଷଣ ଏବଂ ଧ୍ୟାନ ଅଭାବରୁ ଶୁଖି ଯାଇଛି। ଅନେକ ଅଳିଆ ଘର ପାଲଟିଛନ୍ତି। ଲୋକମାନେ ଏଥିରେ ଅଳିଆ ଫିଙ୍ଗିବା ଆରମ୍ଭ କଲେ, ଯେଉଁ କାରଣରୁ ପୋଖରୀର ଜଳ…

ବାହାନଗା ରେଳ ଦୁର୍ଘଟଣା ପରେ ପୂଜା ହେଲା ପୁରୀ ରେଳଷ୍ଟେସନ

ବାହାନଗା ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା। ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟ ଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ…

ପତ୍ନୀଙ୍କୁ ଅର୍ଦ୍ଧନଗ୍ନ କରି ନିର୍ମମ ପିଟିଲେ, ଭିଡିଓ ଜାରି କରି ସହାୟତା ଲୋଡ଼ିଲେ ଯବାନ

ଭାରତୀୟ ସେନାର ଜଣେ ଯବାନଙ୍କ ଗୁରୁତର ଅଭିଯୋଗ । ୧୨୦ ଜଣ ପୁରୁଷ ଯବାନଙ୍କ ପତ୍ନୀଙ୍କୁ ଅର୍ଦ୍ଧନଗ୍ନ କରି ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଛନ୍ତି। ଏହି ଯବାନଙ୍କ ନାଁ ପ୍ରଭାକରନ। ସେ ଭାରତୀୟ ସେନାରେ ହାବିଲଦାର ଅଛନ୍ତି । ସେ…

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନ

ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ…

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆମ୍ ଆଦମୀ ପାର୍ଟର ବଡ଼ ରାଲି

ଆମ୍ ଆଦମୀ ପାର୍ଟି ରବିବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ରାମଲୀଲା ମଇଦାନରେ ଏକ ବଡ଼ ରାଲି ର ଆୟୋଜନ କରିଛି । ଦୀର୍ଘ ୧୨ ବର୍ଷ ପରେ ଆପ୍ ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାମଲୀଲା…

ଛତିଶଗଡ଼ରେ ଜୋର ଧରିଲାଣି ବିଧାନସଭା ନିର୍ବାଚନ ତାତି

ନିକଟରେ ବିଲାସପୁର ଡିଭିଜନରେ କଂଗ୍ରେସ ଏକ ବୈଠକ କରିଥିଲା ଯେଉଁଠାରେ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଦଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସେଲଜା ଏବଂ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ…

ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକସୁଦୀପ୍ତୋ ସେନ

‘ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ…

ଶରଦ ପାୱାରଙ୍କ ବଡ଼ ଘୋଷଣା, ଝିଅ ସୁପ୍ରିୟା ଓ ପ୍ରଫୁଲ୍ଲ ପଟେଲ ବଡ଼ ଦାୟୀତ୍ୱ

ଲୋକସଭା ନିର୍ବାଚନ ପୁର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ସୁପ୍ରିୟା ସୁଲେ ଏବଂ ପ୍ରଫୁଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏନ୍‌ସିପିର ମୁଖିଆ ଶରଦ ପାୱାର ଦଳର ୨୫ ତମ ସ୍ଥାପନା ଦିବସରେ ଏହି ଘୋଷଣା…

ଥମୁନି ମଣିପୁର ହିଂସା, ଆକ୍ସନ ମୋଡରେ କେନ୍ଦ୍ର

ମଣିପୁର ହିଂସା ମାମଲାକୁ ନେଇ ଏବେ ଆକସନ୍ ମୋଡରେ କେନ୍ଦ୍ର ସରକାର । ଶନିବାର କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ମଣିପୁରର ରାଜ୍ୟପାଳଙ୍କ ନେତୃତ୍ୱରେ ଭାରତ ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଏହି…