Thu. Oct 15th, 2026

Category: ଦେଶ ଖବର

ଇ-ରୂପେ କାର୍ଡର ଶୁଭାରମ୍ଭ କଲେ ମୋଦୀ ଓ ଶେରିଙ୍ଗ୍

ନୂଆଦିଲ୍ଲୀ – ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ମିଳିତ ଭାବେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଇ- ରୂପେ କାର୍ଡର ଶୁଭାରମ୍ଭ କରିଛନ୍ତି । ତେବେ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ୍ ଗସ୍ତ ସମୟରେ…

ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ…

ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼!

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ…

ପାକ ହାଇ କମିଶନଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ…

ପାହାଡ଼ ଉପରେ ସେଲ୍‌ଫି ନେଉଥିଲେ, ହଠାତ୍‌ ଖସିପଡ଼ିଲେ

ଇନ୍ଦୋର: ପାହାଡ଼ ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉ ଥିବାବେଳେ ଜଣେ ୩୦ ବର୍ଷୀୟ ମହିଳା ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଗତକାଲି ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ନିତୁ ମହେଶ୍ୱରୀ।ସୂଚନା…

ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇବା…

ପତ୍ନୀଙ୍କ ATM କାର୍ଡ ବ୍ୟବହାର କରିବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ;

ନୂଆଦିଲ୍ଲୀ: ଆପଣ ଟଙ୍କା ଉଠାଇବା ପାଇଁ ନିଜ ATM କାର୍ଡକୁ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଦିଅନ୍ତି କି ? ଯଦି ଆପଣ ଏହା କରନ୍ତି ତେବେ ବର୍ତ୍ତମାନ ସାବଧାନ ରୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ବହୁତ ମହାଙ୍ଗା ପଡ଼ି଼ପାରେ…

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ…