ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିବର୍ତ୍ତନ ହେବ ତ୍ରିକୋମାଲି ବନ୍ଦର . ଶ୍ରୀଲଙ୍କା ସରକାର ଲୋଡିଲେ ବିଶ୍ୱ ସମୁଦାୟର ସାହାର୍ଯ୍ୟ
ଶ୍ରୀଲଙ୍କା ସରକାର ତ୍ରିକୋମାଲି ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ ହବ ବା ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ଘୋଷଣା କରିସାରିଛି । ଏଥିପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଛି । ଆର୍ଥିକସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏହି…