Wed. Oct 14th, 2026

Category: ଦେଶ ବିଦେଶ

ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା

ED ରାଜନେତାଙ୍କ ଚାଲିଛି ଲୁଚକାଳି ଖେଳ। ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଉଗୋଟିଏ ପଟେ ବିଭିନ୍ନ ମୁଣ୍ଡିଆଳ ନେତାଙ୍କୁ ଇଡିର ଡାକରା ଚିନ୍ତା ବଢେଇଛି। ଗତ କିଛି ଦିନ ହେବ ଇଡି ସହ ଲୁଚକାଳି ଖେଳୁଛନ୍ତି ନେତା।…

ରାମଲାଲାଙ୍କ ସ୍ଵତନ୍ତ୍ର ଅତର

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୪ ଦିନ ବାକି । ଅଯୋଧ୍ୟାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି।…

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗୋଟିଏ କମ୍ବଳରେ ଶୋଇବେ ମୋଦି

୨୨ ଜାନୁୟାରୀ ୨୦୨୪ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ଦେଖିବାକୁ ଆଯୋଧ୍ୟାରେ ଏବେ ଉତ୍ସବ ମାହୋଲ ଜାରି ରହିଛି । ପ୍ରାଣ ପ୍ରତିଷ୍ଠା ଲାଗି ମଙ୍ଗଳବାର ଠାରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହୋଇଯାଇଛି । ଏହି ସମସ୍ତ ପ୍ରସ୍ତୁତି…

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଗିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ- ୟୁଜିସି ଆହୁରି ସଶକ୍ତ ନିୟମ ଆଣିଛି । ରାଗିଂ ଅଭିଯୋଗ ଆସିଲେ, ଦାୟୀ ରହିବେ ସମ୍ପୃକ୍ତ କଲେଜ କିମ୍ବା ବିଶ୍ଵବିଦ୍ୟାଳୟ । ରାଗିଂ ସମ୍ପର୍କରେ ସମ୍ପୃକ୍ତ କଲେଜ କିମ୍ବା…

କୁନି ପୁଅକୁ ହତ୍ୟା କଲା ମାଆ

ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ AI କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ…

ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ…

ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ,‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ‘ଏକ୍ସପୋସାଟ୍’ର ହେଲା ସଫଳ ଉତକ୍ଷେପଣ । ଲଞ୍ଚ ହେଲା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ ଏକ୍ସପୋସାଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୧୦ ମିନିଟରେ ଉତକ୍ଷେପଣ ହୋଇଛି…

କୋଭିଡର ନୂଆ ଭାରିଆଂଟ, ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ

କରୋନା ଫେରିବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକା । ତେବେ ଆତଙ୍କିତ ହେବାକୁ ନୁହେଁ, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

ଲୋକସଭାରେ ସୁରକ୍ଷା ତ୍ରୁଟି, ସଂସଦ ଭିତରେ ଅଜଣା ଦୁଇ ଜଣ, ଧୂଆଁ ଧୂଆଁ ଲୋକସଭା

This is real? Two people jumped from the visitor gallery to Loksabha. This is huge security breach in Parliament.#LokSabha "संसद भवन"#ParliamentAttack pic.twitter.com/igDbAuhsWz — Saurabh Singh (@100rabhsingh781) December 13, 2023 ଲୋକସଭାରେ…

ମଧ୍ୟପ୍ରଦେଶରେ ଏଥର ମୋହନ ସରକାର,

ମଧ୍ୟପ୍ରଦେଶରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡ. ମୋହନ ଯାଦବ ମୁକୁଟ ପିନ୍ଧିଛନ୍ତି। ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ ସମର୍ଥକମାନେ ତାଙ୍କ କନଭେନକୁ ଅଟକାଇଥିଲେ। ଏହି ସମୟରେ ମହିଳାମାନେ ‘ମାମା-ମାମା’ର ସ୍ଲୋଗାନ…