Sun. Nov 29th, 2026

Category: ଦେଶ ବିଦେଶ

ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ!

ଅଭିନେତ୍ରୀ ପୂଜା ହେଗଡେ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅନ୍ୟପକ୍ଷରେ ବି-ଟାଉନରେ ଦୀର୍ଘ ଦିନ ଧରି ରିୟଲ୍ ଲାଇଫରେ ଦୁହେଁ ଡେଟିଂ କରୁଥିବା ଗୁଜବ ହେଉଛି। ଯାହାକୁ ନେଇ…

ଆଧାର ସହ ଲିଙ୍କ୍ ହେବ ସମ୍ପତ୍ତି!

ଦିଲ୍ଲୀ ହାଇକୋର୍ଟ ସୋମବାର ଅର୍ଥ ମନ୍ତ୍ରଣାଳୟ ଓ ଆବାସ ଏବଂ ସହର ମାମଲାର ମନ୍ତ୍ରଣାଳୟକୁ ସେହି ଆବେଦନ ଉପରେ ରାୟ ମାଗିଛନ୍ତି, ଯେଉଁଥିରେ ଦାବି କରାଯାଇଥିଲା ସବୁ ସ୍ଥାବର-ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଆଧାରରେ ଲିଙ୍କ କରାଯାଉ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର…

ଚାଷୀ ଘରର ଝିଅ ମୁଣ୍ଡରେ ମିସ୍ ଇଣ୍ଡିଆର ତାଜ୍

ଚଳିତ ବର୍ଷ ମିସ୍ ଇଣ୍ଡିଆର ତାଜ୍ ପିନ୍ଧିଛନ୍ତି ନନ୍ଦିନୀ ଗୁପ୍ତା । ରାଜସ୍ଥାନ କୋଟାରେ ରହୁଥିବା ୧୯ ବର୍ଷିୟ ନନ୍ଦିନୀ ଦେଶ ପାଇଁ ଆଣିଛନ୍ତି ଗୌରବ । ନନ୍ଦିନୀ ମଣିପୁରରେ ଆୟୋଜିତ ହୋଇଥିବା ୫୯ ତମ ଫେମିନା ମିସ୍ ଇଣ୍ଡିଆ ୨୦୨୩ର…

ଫାଟିଗଲା କି ସୂର୍ଯ୍ୟ?

ସୂର୍ଯ୍ୟଙ୍କୁ ନେଇ ସାମ୍ନାକୁ ଆସିଲା କିଛି ରହସ୍ୟମୟ କଥା। କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ…

ଏବେ ସାମ୍ବାଦିକଙ୍କ ପାଇଁ ଆସିବ ଏସଓପି… ଅତିକ ହତ୍ୟାକାଣ୍ଡ ପରେ ଗୃହମନ୍ତ୍ରାଳୟର ନିଷ୍ପତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ପ୍ରୟାଗରାଜରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇକୁ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ସାମ୍ବାଦିକଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି…

କେମିତି ହୋଇଥିଲା ଅତିକ୍ ଓ ଆଶ୍ରଫର ଏକାଉଣ୍ଟର?

ମାଫିଆ ଡନ୍‌ ଆତିକ୍‌କୁ ଗୁଳିକରି ହତ୍ୟା ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି! ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ…

ନିଆଁପିଣ୍ଡ ପାଲଟୁଛି ରାଜ୍ୟ; ଆଜିଠୁ ବର୍ଷା ସମ୍ଭାବନା

ଶୁକ୍ରବାର ଦିନ ୪୪ ଡିଗ୍ରି ତାପମାତ୍ରା ସହ ବାରିପଦା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଶନିବାର କିନ୍ତୁ ବାରିପଦାରେ ତାପମାତ୍ରା ହଠାତ୍‌ ୭.୪ ଡିଗ୍ରି କମି ୩୬.୬ ଡିଗ୍ରିକୁ ଖସିଯାଇଛି। ଶୁକ୍ରବାର ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶା ନିଆଁପିଣ୍ଡ…

ବାଣପୁର ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜୋରଦାଷ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷ। ପ୍ରେସ ବିବୃତିରେ ସେ କହିଛନ୍ତି ରାଜ୍ୟ ସରକାର କିଭଳି କେନ୍ଦ୍ରର ଯୋଜନାର ଭୁଲ ବ୍ୟବହାର, ଟଙ୍କିକିଆ ଚାଉଳ ତଥା ଆବାସ ଯୋଜନାକୁ ଦୀର୍ଘ ୨ବର୍ଷ ହୋଇଗଲା କୌଣସି…

ଅତିକ୍ ଅହମ୍ମଦ ହତ୍ୟାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ

ଶବ୍ଦ ଓଡିଶା ବ୍ୟୁରୋ: ଅତିକ୍ ଅହମ୍ମଦ ଓ ତାର ଭାର ଅସରଫକୁ ପ୍ରୟାଗରାଜ ଠାରେ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଏବେ ଚାରିଆଡୁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହି କ୍ରମରେ ଏଆଇଏମଆଇଏମର ମୁଖ୍ୟ…

ୟୁପିରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା ପରେ ବିଳମ୍ବିତ ରାତିରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା। ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଗ୍ୟାଙ୍ଗଷ୍ଟାର ଅତିକ…