Sun. Nov 29th, 2026

Category: ଦେଶ ବିଦେଶ

ଦିଲ୍ଲୀରେ ଦୁଇ ବିଦେଶୀ ଡ୍ରଗ୍ସ ବେପାରୀ ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ରାଜଧାନୀ ଦିଲ୍ଲୀ ସ୍ଥିତ ଛତରପୁର ଠାରେ ଦୁଇ ବିଦେଶୀ ଡ୍ରଗ୍ସ ବେପାରୀଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ ନାରକୋ(ସିବିଏନ) ଦ୍ୱାରା ଗିରଫ କରାଯାଇଛି।ଏମାନଙ୍କୁ ଗିରଫ କରିବା ପରେ ସେଣ୍ଟାଲ ବ୍ୟୁରୋ ଅଫ ନାରକୋଟିକ୍ସକୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ ହୋଇଛି,ଯାହାର ମୂଲ୍ୟ…

ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ

ଶବ୍ଦ ଓଡ଼ିଶା ବ୍ୟୁରୋ: ଶକ୍ତିଶାଳୀ ହେଲା ଭାରତୀୟ ସେନା । ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ଆପଣଙ୍କୁ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ…

ବିଶ୍ୱଯୁଦ୍ଧର ସମ୍ଭାବନା ମଧ୍ୟରେ ଭାରତ ପାଇଁ ଜି-୨୦ରେ ଅନେକ ଚ୍ୟାଲେଞ୍ଜ।

ଶବ୍ଦ ଓଡ଼ିଶା ବ୍ୟୁରୋ: ଜି-୨୦ ଅଧ୍ୟକ୍ଷତା ସହ ଭାରତ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆସିସାରିଛି । ସେ ରାଜନୈତିକ ହେଉ ବା ଆର୍ଥିକ କିମ୍ବା ପରିବେଶ ସମସ୍ୟା । ଏସବୁ ସମସ୍ୟାକୁ ନେଇ ଅନେକ ସହମତି ଅସହମତି ଭିତରେ ତାଳମେଳ ରକ୍ଷା…

୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ।

ଶବ୍ଦ ଓଡ଼ିଶା ବ୍ୟୁରୋ: ପ୍ରତ୍ୟେକ ୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ହେଉଛି । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ମିଳିତ ଜାତିସଂଘର ରିପୋର୍ଟରୁ । ମହିଳାମାନେ ବିଶେଷ କରି ଗର୍ଭାବସ୍ଥା ସମୟରେ ଅନେକ…

ଆଜିଠାରୁ ମହିଳା ପ୍ରିମିୟର ଲିଗ୍ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜିଠାରୁ ମହିଳା ପ୍ରିମିୟର ଲିଗ୍ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ…

କେତେ ସୁବିଧା ଆଣିବ ରାପିଡ ଟ୍ରେନ?

ରାପିଡ ଟ୍ରେନକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ଫାଇଦା ବିଷୟରେ ଅନେକ ଲୋକ ଏବେ ବି ଜାଣି ନାହାନ୍ତି । ଏଥିରେ ଲୋକଙ୍କ ଯାଅ ଆସକୁ ସୁବିଧା କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ରାପିଡ ଟ୍ରେନର…

ସୁପ୍ରିମକୋର୍ଟର ରାୟ,ଜବତ ହେବ ବିଜୟ ମାଲ୍ୟାଙ୍କ ସମ୍ପତ୍ତି

ଶବ୍ଦମିଡ଼ିଆ ବ୍ୟୁରୋ:ବିଜୟ ମାଲ୍ୟା ବିଶିଷ୍ଠ ଶିଳ୍ପ ପତି ମଦ ବ୍ୟବସାୟୀ। ଦୀର୍ଘ ଦିନ ହେବ ବ୍ୟବସାୟରେ ମନୀ ଲଣ୍ଡରିଂ ମାମଲାରେ ପଳାତକ ଘୋଷିତ ହୋଇ ବ୍ରିଟେନରେ ରହୁଛନ୍ତି।ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ମାଲ୍ୟାଙ୍କ…

ହୃଦଘାତ ପରେ ହେଉଥିବା କ୍ଷତର ମରାମତି ପାଇଁ ଆସିଲା ଔଷଧ …

ଶବ୍ଦ ଓଡ଼ିଶା ବ୍ୟୁରୋ: ହୃଦଘାତ ପରେ ଆମ ହୃଦୟ ଦୁର୍ବଳ ହୋଇଯାଏ । ହୃତପିଣ୍ଡରେ ମାଂସପେଶୀ, ବିଭିନ୍ନ ସ୍ତର ଏବଂ ବଲବରେ ଅନେକ କ୍ଷତ ହୋଇଯାଏ । ତେବେ ବର୍ତ୍ତମାନ ଏହିଭଳି ସମସ୍ୟାର ସମାଧାନ କରାଯାଇପାରିବ । ଅର୍ଥାତ ହୃଦୟର ବି…

ନାଁକୁ ଡିଜିଟାଲ ଇଣ୍ଡିଆ; ଅଧିକ ଡାଉନ ହେଉଛି ଇଣ୍ଟରନେଟ

ଭାରତରେ ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ କାରବାର ନାରା ଦିଆଯାଉଛି । କିନ୍ତୁ ୨୦୨୨ ବର୍ଷରେ ସମଗ୍ର ବିଶ୍ୱରେ ଭାରତ ଏମିତି ଏକ ଦେଶ ଯେଉଁଠି ସର୍ବାଧିକ ଥର ଇଂଟରନେଟ ସଟଡାଉନ କରାଯାଇଛି । ବା ଇଂଟରନେଟକୁ ପ୍ରଶାସନ ବନ୍ଦ କରିଛି…

ଭାଜପାକୁ ହରାଇବା ପାଇଁ ବିରୋଧୀ ଏକାଠି

ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା…