Mon. Nov 30th, 2026

Category: ଓଡ଼ିଶା

୪ ଦିନିଆ ରିମାଣ୍ଡରେ ଟେକ୍ନିକାଲ ଅଫିସର ବାବୁରାମ ଦେ

ଶବ୍ଦମିଡ଼ିଆ ବ୍ୟୁରୋ: ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଟେକ୍ନିକାଲ ଅଫିସର ବାବାରାମଙ୍କୁ ୪ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ବାବୁରାମଙ୍କ ସହ ତାଙ୍କ ବିଭାଗରେ କାମ କରୁଥିବା ଆଇଟିଆରର କିଛି ଅଧିକାରୀ ଓ କର୍ମଚାରୀଙ୍କୁ…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ।୨୦୨୩ ମସିହାର ଏହା ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମର (୯୮) ତମ ସଂସ୍କରଣ।ପ୍ରତି ମାସର ଶେଷ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି…

ଆଶ୍ଚର୍ଯ୍ୟ:ମହାରାଷ୍ଟ୍ରରେ ୫୧୨ କିଲୋ ପିଆଜକୁ ୨ ଟଙ୍କାରେ ବିକିଲେ ଚାଷୀ

ଶବ୍ଦମିଡ଼ିଆ ବ୍ୟୁରୋ:ମହାରାଷ୍ଟ୍ରରେ ଏକ ଆଶ୍ଚର୍ୟ୍ଯକର ଘଟଣା ଦେଖିବାକୁ ମିଳିଛି ଜଣେ ଚାଷୀ ୫୧୨ କିଲୋ ପିଆଜକୁ ୨ଟଙ୍କାରେ ବିକ୍ରି କରିଛନ୍ତି।କଥାଟି ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ ଘଟଣାଟି ସତ।ଚାଷୀ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ସୋଲାପୁର ଜିଲା ବୋରଗାଓଁର ରାଜେନ୍ଦ୍ର ତୁକାରମ ଚଭନ…

ମଧ୍ୟପ୍ରଦେଶରେ ଅମିତ ସାହାଙ୍କ ଦୃଢୋକ୍ତି,୨୦୨୪ରେ ପୁଣି ମୋଦି ସରକାର

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ରେ ମଧ୍ୟପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ଓ ଲୋକସଭା ନିର୍ବାଚନ।ଏହି କର୍ମରେ ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର ଉଦ୍ଧେଶ୍ୟରେ ପହଞ୍ଚିଛନ୍ତି ଅମିତ ସାହା। ଆଜିର ନିଜର ନିର୍ବାଚନୀ ଅଭିଭାଷଣରେ ପ୍ରଥମେ ବିଜେପି ପାଇଁ ଭୋଟ ମାଗିଥଲେ ସାହା।ସେ କହିଥିଲେ ଯେ…

ଏସିବି ମେଡିକାଲ କ୍ୟାମ୍ପସ ପରିସର ଭିତରେ ତମାଖୁ,ଗୁଟୁଖା ପ୍ରବେଶ ନିଷେଧ,ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଶବ୍ଦମିଡ଼ିଆ ବ୍ୟୁରୋ: ଏସବି ମେଡିକାଲ ପରିସର ହେବ ତମାଖୁ,ଗୁଟୁଖା ମୁକ୍ତ।ବଡ଼ ମେଡିକାଲ କୌଣସି କର୍ମଚାରୀ, ରୋଗୀ କିମ୍ବା ରୋଗୀ ସମ୍ପର୍କୀୟ କେହି ଖାଇପାରିବେନି ତମାଖୁ ,ଗୁଟୁଖା।ଯଦି ଏହି ନିୟମକୁ ଉଲଘଂନ କରାଯାଏ ତେବେ ନିଆଯିବ କାର୍ଯ୍ୟାନୁଷ୍ଠାନ।ଏନେଇ ମେଡିକାଲ ପକ୍ଷରୁ ଜାରି ହୋଇଛି…

ଗାଡ଼ି ଚାଳକ ସାବଧାନ:ନିୟମ ଭାଙ୍ଗିଲେ କ୍ୟାମେରା କାଟୁଛି ଇ-ଚାଲାଣ

ଶବ୍ଦମିଡ଼ିଆ ବ୍ୟୁରୋ:ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧନ। ନଚେତ ଘରେ ପହଞ୍ଚିବ ଇ-ଚାଲାଣ।ଟ୍ରାଫିକ ନିୟମ ଭୁଲ ହେଲେ କଟୁଛି ଚାଲାଣ।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ୩୨ ଛକରେ ୩୧୨ଟି ଟ୍ରାଫିକ ଭାଓଲେସନ ଡିଟେକ୍ଟର ସିଷ୍ଟମ(ଟିଭିଡିଏସ) କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି।ଏହା ସାହଯ୍ୟରେ ଚାଳକ ଗତିବିଧିକୁ…

ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ।ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଶ୍ରୀ ଲିଙ୍ଗରାଜଙ୍କ ଦିଅଁଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନୀତି କାନ୍ତି ପାଳନ ହେବାକୁ ଯାଉଛି।ଯାହାଫଳରେ ଉଭୟ ସେବାୟତ ଓ ଶ୍ରଦ୍ଧାୁଳୁ ଭିତରେ ରହିଛି ଅହେତୁକ ଉତ୍କଣ୍ଠା…

ରାଜ୍ୟରେ ମାର୍ଚ୍ଚ ପହିଲାରୁ ପ୍ରବଳ ଖରା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା । ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି…

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ, ମିଶନ ଶକ୍ତି ମହିଳାଙ୍କୁ ଇ-ସ୍କୁଟର କିଣିବା ପାଇଁ ବିନା ସୁଧରେ ମିଳିବ ଋଣ

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛନ୍ତି ସରକାର ।…

ଟ୍ରକ୍‌କୁ ପିଟିଲା ଆଇଚର, ୭ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୭ଜଣଙ୍କ ଜୀବନ । ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା…