Mon. Nov 30th, 2026

Category: ଓଡ଼ିଶା

ପବିତ୍ର ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ…

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା,ଜାଣନ୍ତୁ ଏହି ପର୍ବ ସମ୍ପର୍କରେ

ଶବ୍ଦମିଡ଼ିଆ ବ୍ୟୁରୋ:ଫଗୁ ରଙ୍ଗର ପର୍ବ ପବିତ୍ର ଦୋଳ ଉତ୍ସବ। କାହିଁ କେଉଁ ଅନାଦି କାଳରୁ ଏହି ପବିତ୍ର ହୋଲି ଉତ୍ସଵ ପାଳନ ହୋଇ ଆସୁଛି।ଦ୍ୱାପର ଯୁଗରୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଅବତାର ସମୟରୁ ଶ୍ରୀ କୃଷ୍ଣଙ୍କ ଲିଳା ଭିତ୍ତିରେ ଏହି ପବିତ୍ର…

ଆସୁଛି ରଙ୍ଗର ପର୍ବ; କ’ଣ କହୁଛି ପୁରାଣ?

ଆଗକୁ ହୋଲି ଆସୁଛି । ସାରା ଦେଶ ହୋଲି ପାଇଁ ଉତ୍ସବ ମୁଖରେ ହୋଇ ଉଠିଛି । କେତେକ ସ୍ଥାନରେ ଏବେ ଠାରୁ ହିଁ ହୋଲି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ…

ନବରଙ୍ଗପୁରର ନୂଆପଡ଼ାରେ ଜଳ ଯାତନା,ଦୂଷିତ ପାଣିରେ ମେଣ୍ଟୁଛି ଶୋଷ

ନବରଙ୍ଗପୁର : ଏବେଠୁ ଅସହ୍ୟ ତାତି । ଦେଖାଦେଲାଣି ଜଳ ସଙ୍କଟ ସାଙ୍ଗକୁ ଜଳ ପାଇଁ ଯାତନା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନ ନୂଆପଡା ଗ୍ରାମର ହରିଜନ ସାହିରେ ପାନୀୟ ଜଳ ଯୋଗାଣ ପାଇଁ ବସା ଯାଇଛି ମୋଟର…

ଦିଲ୍ଲୀରେ ନେତାଙ୍କ ହୋଲି

ହୋଲି, ରଙ୍ଗର ପର୍ବ, ସୁଖର ପର୍ବ, ହୋଲି, ଯାହା ଶତ୍ରୁକୁ ମଧ୍ୟ ଆଲିଙ୍ଗନ କରିବାର ବାର୍ତ୍ତା ଦେଇଥାଏ। ହୋଲିର ପର୍ବ ବର୍ତ୍ତମାନଠାରୁ ସମଗ୍ର ଦେଶରେ ଦେଖିବାକୁ ଆରମ୍ଭ କରିଛି । ବଜାରଗୁଡିକ ରଙ୍ଗୀନ ଏବଂ ବିଭିନ୍ନ ପ୍ରକାରର ପିଚକାରିରେ ସଜାଯାଇଛି ।…

କମ୍ପିବ ବିର୍ସାମୁଣ୍ଡା ଷ୍ଟାଡିୟମ,୧୫ରୁ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍

ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁଣି ଖେଳାଯିବ ହକି ପ୍ରୋ ଲିଗ । ମ୍ୟାଚର ଟିକେଟ ନେବାକୁ ଦର୍ଶକଙ୍କ ମାନଙ୍କର ଲାଗିଲାଣି ଲମ୍ବା ଲାଇନ । ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଫ୍ଆଇଏଚ୍ ହକି…

ଭାରତୀୟଙ୍କର ବଢୁଛି ମୁଣ୍ଡପିଛା ଆୟ

ଭାରତୀୟ ଅର୍ଥନୀତିକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି । ବର୍ତମାନ ଲୋକଙ୍କ ମୁଣ୍ଡପିଛା ଆୟକୁ ନେଇ ଆସିଛି ଏକ ରିପୋର୍ଟ । ଭାରତୀୟଙ୍କ ମୁଣ୍ଡପିଛା ଆୟରେ ବୃଦ୍ଧି ହୋଇଛି । ମୋଦି ସରକାରଙ୍କ ଶାସନରେ ଏହା ସମ୍ଭବ ହୋଇଥିବା ଚର୍ଚ୍ଚା…

ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପାଇଁ ବୈଠକ,122ଟି କେନ୍ଦ୍ରରେ କଡ଼ା ସୁରକ୍ଷା

ପୁରୀ: ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ସମେଟିଭ-୨ କୁ ଅତ୍ୟନ୍ତ ନିଷ୍ଠା ଓ ଗୁରୁତର ସହ ପରିଚାଳନା କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ସରକାର ଜାରି କରିଥିବା ମାର୍ଗଦର୍ଶିକା ଆଧାର ରେ ଏହି ପରୀକ୍ଷା ଆୟୋଜିତ…

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀ:ମହିଳା ମାନେ ସମାଜର ପ୍ରଗତିର କର୍ଣ୍ଣଧାର।ସେଥିପାଇଁ କୁହାଯାଏ ଜଣେ ମହିଳା ଶିକ୍ଷିତ ଓ ସଚେତନ ହେଲେ ସମଗ୍ର ପରିବାର ଶିକ୍ଷିତ ଓ ସଚେତନ ହୁଏ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ…

ବାଣ ବିସ୍ଫୋରଣରେ ୪ମୃତ,୪ଗୁରୁତର

ଶବ୍ଦମିଡ଼ିଆ ବ୍ୟୁରୋ:ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ…