Mon. Nov 30th, 2026

Category: ଓଡ଼ିଶା

୫ ତାରିଖ ପର୍ଯ୍ୟନ୍ତ ସବୁ ସାଂଗଠନିକ କାର୍ଯ୍ୟକ୍ରମକୁ ରଦ୍ଦ କଲା ବିଜେପି

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଭୟାବହ ଟ୍ରେନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦେଇଛି ।ସୂଚନା ଅନୁସାରେ, ଗତକାଲି ଏହି ଟ୍ରେନ ଦୁର୍ଘଟଣାର ଖବର…

ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଆଇସକ୍ରିମ୍ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଗତକାଲି ସେମିଳିଗୁଡା ବ୍ଲକର…

ଟ୍ରାକରୁ ଉଠିଲା ୨୧ ବଗି, ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକରୁ ଉଠାଗଲା ୨୧ ବଗି । ଏବେବି ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି…

ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏମ୍ସ ଯାଇ ସମୀକ୍ଷା କରିବେ ମନସୁଖ ମାଣ୍ଡଭ୍ୟ । ଏମ୍ସରେ ଡାକ୍ତରଙ୍କ ସହ ବୈଠକ କରି ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ନେଇ କରିବେ ଆଲୋଚନା । ଏହାପରେ କଟକ ଓ…

ପବିତ୍ର ସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂରତି । ଏଥିପାଇଁ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି । ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା,…

କାଲି ସ୍ନାନ ପୂର୍ଣ୍ଣିମା; ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ

ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ…

ଆସିଲା ପ୍ରାଥମିକ ରିପୋର୍ଟ; ସିଗ୍ନାଲ ଫେଲ ପାଇଁ ଘଟିଛି ଦୁର୍ଘଟଣା

ଟ୍ରେନ ଟ୍ରାଜେଡିକୁ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ…

୪୨ ବର୍ଷର ଦୁର୍ଘଟଣା ଇତିହାସ

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ବାହାନଗା ଷ୍ଟେସନ ନିକଟରେ କରୋମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ…

ସ୍ଥିତି ପରଖିଲେ ମମତା ବାନାର୍ଜୀ

ଭୟଙ୍କର ଟ୍ରେନ ଟ୍ରାଜେଡ଼ିର ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ…

ଦୁର୍ଘଟଣାସ୍ଥଳରେ ମୋଦି

ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଗତ କାଲି ଘଟଣା ସମ୍ପର୍କରେ ଜାଣିବା…