Mon. Nov 30th, 2026

Category: ଓଡ଼ିଶା

ବିଷ ପିଇ ଯୁବକ ର ଆତ୍ମହତ୍ୟା

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧୀନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝି ଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ…

ଆନ୍ଧ୍ରପ୍ରଦେଶରୁ ଓଡ଼ିଆ ନିଖୋଜ ଝିଅ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ସଦରର ଗ୍ରାମର ଶୋବନି ବାଗର୍ତ୍ତୀଙ୍କ ଝିଅ ଗତ 15 ତାରିଖ ଦିନ ଠାରୁ ନିଖୋଜ ଥିଲେ । ତେବେ ନିଖୋଜ ଝିଅ ମୁନିବତୀ ବଗର୍ତ୍ତୀ (23)କୁ ପଡୋଶୀ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ହନୁମାନ…

ଛତିଶଗଡ଼ରେ ଜୋର ଧରିଲାଣି ବିଧାନସଭା ନିର୍ବାଚନ ତାତି

ନିକଟରେ ବିଲାସପୁର ଡିଭିଜନରେ କଂଗ୍ରେସ ଏକ ବୈଠକ କରିଥିଲା ଯେଉଁଠାରେ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଦଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସେଲଜା ଏବଂ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ…

୪୦ ଦିନ ପରେ ଆମାଜନ୍ ଜଙ୍ଗଲରୁ ଉଦ୍ଧାର ହେଲେ ୪ ଭାଇ ଭଉଣୀ

ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ…

ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି⚫❗⚫

ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ ।…

ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଦୁଇ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ସୋର ଥାନା ଅଞ୍ଜିଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଂଜି ବଜାରରେ…

ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ ଶ୍ରୀଗଣେଶନ

ଶବ୍ଦ ଓଡିଶା ବ୍ୟୁରୋ: ମଞ୍ଚରେ ଟଳି ପଡିଲେ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଭଞ୍ଜକଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ, ଦୀପ ପ୍ରଜ୍ୱଳନ କରିବାବେଳେ ଟଳି ପଡିଛନ୍ତି ଶ୍ରୀଗଣେଶନ ।କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜକଳା…

ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ

ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା…

ଉଚ୍ଚଶିକ୍ଷା ବିଭାଗରୁ ବିଦା ହେଲେ ସଚିବ ବିଷ୍ଣୁପଦ ସେଠୀ

ଶବ୍ଦ ଓଡିଶା ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିଦା କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ…

ସାରା ରାଜ୍ୟରେ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ

ଶବ୍ଦ ଓଡିଶା ବ୍ୟୁରୋ: ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ରାଜ୍ୟରେ ଲଗାତାର ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ସବୁ ସୀମା ଲଂଘିଛି । ଉପକୂଳରେ ମଧ୍ୟ ଗୁଳୁଗୁଳି ଛଟପଟ କରୁଛି । ଶୁକ୍ରବାର ଝାରସୁଗୁଡ଼ା…