ଚାଷୀମାନଙ୍କ ପାଇଁ କ୍ୟାବିନେଟ୍ କମିଟି ବୈଠକରେ ସ୍ବତନ୍ତ୍ର ପ୍ୟାକେଜ
କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍କୁ ମଞ୍ଜୁର କରାଯାଇଛି। ଏହି ପ୍ୟାକେଜ୍ ଅଧୀନରେ ଏକାଧିକ ଯୋଜନାର ଲାଭ ରହିଛି। ଚାଷୀ କଲ୍ୟାଣ, ଜମି ଉତ୍ପାଦକତା ପୁନରୁଦ୍ଧାର ଓ…