Mon. Nov 30th, 2026

Category: ଓଡ଼ିଶା

ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଙ୍ଘର ସଭାପତି ଗୋରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲପାଳ…

ଫୁଟବଲରେ ଚମକିବ ଓଡ଼ିଶା,ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଫିଫା ଏକାଡେମୀ

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।…

ବର୍ଣ୍ଣବୋଧ ପାଠଶାଳାରେ ଶିଶୁ ଦିବସ,ଯୋଗ ଦେଲେ ଅଭିନେତ୍ରୀ ଶୀତଲ

ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରୟାସରେ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ନିଳାଦ୍ରୀ ବିହାର ୱଡ ନମ୍ବର ୧୪ରେ ଥିବା ସୀତାନାଥ ନଗର ନିକଟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ…

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ବୋରଓ୍ବେଲରୁ କରାଯାଇଥିଲା ଉଦ୍ଧାର । ହେଲେ ଶେଷରେ ବୃଦ୍ଧା ଦୁଃଖୀ ନେଗୀଙ୍କୁ ମୃତ ଘୋଷଣା କରାଯାଇଛି । ବୋରଓ୍ବେଲରେ ପଡ଼ିବା ସମୟରେ…

ଦୀପାବଳୀରେ ବସ୍ତି ଅଞ୍ଚଳର କୁନିକୁନି ଓଠରେ ହସ ଫୁଟାଇଲେ ଯଶୋଦା ମାଆ

ଭୁବନେଶ୍ୱରର ନିଳାଦ୍ରୀ ବିହାର ସ୍ଥିତ ପଣ୍ଡାପାର୍କ ବସ୍ତିର ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦୀପାବଳୀ ପାଳିତ ହୋଇଯାଇଛି। ସବୁବର୍ଷ ଠାରୁ ଏବର୍ଷର ଦୀପାବଳି ପାଳନ ଥିଲା ଭିନ୍ନ ଓ ନିଆରା । ଆଜିର ଉତ୍ସବରେ ଯଶୋଦା ମାଆ ନିବେଦିତା ଲେଙ୍କାଙ୍କ…

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ ରେ ତୁଳସୀ ଯାତ୍ରା – ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୧୩.୧୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି. ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

ରାୟଗଡା/୧୦/୧୧/୨୩: ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ଲୋବାଲୱାର୍ମିଂ ବିଷୟକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଳା ଦୈାରାଜଜ୍‌ଙ୍କ ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୈାରାଜଜ୍…

ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ନିମନ୍ତେ କିଶୋର କିଶୋରୀମାନଙ୍କ ଶପଥ ଗ୍ରହଣ

ରାୟଗଡା – ଗତ ଶନିବାର ଦିନ ଅଦ୍ବିକା ବୈଠକରେ ନିରାପଦ ଓ ସୁରକ୍ଷିତ ଭାବେ ଦୀପାବଳୀ ପାଳନ କରିବା ପାଇଁ ସମସ୍ତ କିଶୋର କିଶୋରୀ ମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ସ୍ତରରେ କିଶୋର କିଶୋରୀ ମାନଙ୍କୁ…

ଜାତୀୟ ରାଜପଥ ପାର୍ଶ୍ଵରେ ପରବ ଉତ୍ସବକୁ ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା

କୋରାପୁଟ ତା ୮/୧୧(କାର୍ଯ୍ୟାଳୟ) କୋରାପୁଟ ପରବ ୨୦୨୩କୁ ନେଇ ସାଧାରଣ ରେ ଅସନ୍ତୋଷ ବଢୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ଯାଏଁ ଏକ ପରବ ଉତ୍ସବ ପାଇଁ ସ୍ଵତନ୍ତ୍ର ପଡିଆ ହୋଇପାରିନି। ପୁଣି ଥରେ କୋରାପୁଟ ଜିଲ୍ଲା ପ୍ରଶାସନ ପରବ…