Mon. Nov 30th, 2026

Category: ଓଡ଼ିଶା

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା, ‘ଆସନ୍ତା ବର୍ଷ ମୁଁ ପୁଣିଥରେ ଆସିବି’

ଶବ୍ଦ ଓଡିଶା ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ୧୦ମ ଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯୦ ମିନିଟର ଭାଷଣରେ , ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ, ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଥିଲେ। ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର…

ଦର୍ଶନ ପାଇଁ ସିଂହଦ୍ବାରରେ ଲମ୍ବାଧାଡ଼ି

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ବାରରେ ଆଜି ଭକ୍ତମାନେ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି । ଖରାତରାରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପିଲାଠୁ ବୁଢ଼ା ଧାଡ଼ିରେ ଭିଡ଼ ଭିତରେ ଛିଡ଼ା ହୋଇ ଯନ୍ତ୍ରଣାରେ…

ମଣିପୁରରେ ଓଡ଼ିଆ ଯବାନ ସହିଦ

ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ଘଟଣାରେ ସହିଦ ହୋଇଛନ୍ତି ଯବାନ ନୀଳାଞ୍ଚଳ ପଟେଲ । ସେ ୪୮- ଆସାମ୍‌ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ…

ଚକୋଟିଆ ଭୁଞ୍ଜିଆ ଜନଜାତି ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା 

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାଧିନତା ଦିବସରେ ଚକୋଟିଆ ଭୁଞ୍ଜିଆ ଜନଜାତି ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ନୂଆପଡା ଜିଲ୍ଲା କୋମାନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟର ଯୁବ ଚାଷୀ ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି…

ଡିଏନ୍‌ଏ ରିପୋର୍ଟ ଫ୍ଲେକ୍ସ ଲଗାଇ ଧାରଣାରେ ଦୀପିକା

ଶବ୍ଦ ଓଡିଶା ବ୍ୟୁରୋ: କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇଥିବା ବେଳେ ଏବେ ତାଙ୍କୁ ମିଳିଥିବା ଡିଏନ୍‌ଏ ରିପୋର୍ଟର…

ଭୁଲ୍ ଇଞ୍ଜେକସନ ଦେଇଦେଲେ ନର୍ସ ଦିଦି, ଚାଲିଗଲା ଜୀବନ!

ଶବ୍ଦ ଓଡିଶା ବ୍ୟୁରୋ: ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି ।…

କ୍ୟାବିନେଟରେ ୧୯ଟି ପ୍ରସ୍ତାବ ଉପରେ ମୋହର

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ନୂତନ ଉନ୍ନତ ଅଭିଳାଷ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଞ୍ଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ…

ଜନ୍ମମାଟିରେ ପହଞ୍ଚିବ ଶହୀଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ଶବ୍ଦ ଓଡିଶା ବ୍ୟୁରୋ: ଜନ୍ମମାଟିରେ ପହଞ୍ଚିବ ଶହୀଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପରିବାର ବର୍ଗ ଓ…

ଦୁଇ ଦିନ ଘଡଘଡି ସହ ବର୍ଷା, ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା । ଆଜି ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…