ଭୁବନେଶ୍ୱର ଆର.ବି.ଆଇ ରେ ବଦଳା ଯାଉଥିବା ଟଙ୍କା ୨୦୦୦ ନୋଟ୍ ବିଜେପି ଓ ବିଜେଡ଼ିର କି ? କଂଗ୍ରେସ
ଭୁବନେଶ୍ୱର, ତା. ୦୨.୧୧ : ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ୱୋଧିତ୍ କରି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ, ରାଜ୍ୟ ରାଜଧାନୀର ଛାତି ଉପରେ ଆର.ବି.ଆଇ.…