Mon. Nov 30th, 2026

Author: Niharika Mohanty

ସରିଲା ପକ୍ଷୀ ଗଣନା: ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ କମ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ରାମସ୍ୱାମୀ ପି ଙ୍କ…

କୋଲନରା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ଉଦଯାପିତ

ଅଜିତେଶ ପଟ୍ଟନାୟକ ,ରାୟଗଡ: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଜଗଦମ୍ବା ହାଇସ୍କୁଲ ପଡିଆ ଠାରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ଉଦଯାପିତ ହୋଇଯାଇଛି l ସକାଳେ ଏକ ମାରାଥନ କାର୍ଯ୍ର୍ୟକ୍ରମ ପରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କୋଲନରl…

ସିନେମା ହଲରେ ବାହାର ଖାଦ୍ୟକୁ ନା

ଫିଲ୍ମ ଦେଖିବା ବେଳେ ଖାଇପାରିବେନି ବାହାର ଖାଦ୍ୟ । ସିନେମା ହଲରେ ବାହାର ଖାଦ୍ୟ ବାରଣ ହୋଇଥିବା ବେଳେ ରୁଜୁ ହୋଇଥିବା ଏକ ମାମଲା ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ସିନେମା ହଲ ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି…

ଯୁଦ୍ଧକୁ ନେଇ ରାଜନାଥଙ୍କ ବଡ଼ ବୟାନ

ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ କି ଯୁଦ୍ଧକୁ ସମାଧାନର ରାସ୍ତା ବିବେଚନା କରେ ନାହିଁ। ମାତ୍ର ଭାରତକୁ ଯୁଦ୍ଧ କରିବା ଲାଗି ଯଦି କେହି ବାଧ୍ୟ କରେ ତେବେ ଏହା କାହାକୁ ଛାଡିବ ନାହିଁ। ମଙ୍ଗଳବାର ସୀମାନ୍ତ ଅରୁଣାଚଳ ପ୍ରଦେଶରେ…

କନଷ୍ଟେବଳ ନିଜକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି

ଦିଲ୍ଲୀ ପୋଲିସରେ ପୋଷ୍ଟ ହୋଇଥିବା କନଷ୍ଟେବଳ ନିଜକୁ ଗୁଳି କରି ହତ୍ୟା ଘଟଣାରେ ନୂଆ କଥା ସାମ୍ନାକୁ ଆସିଲା। ଇସ୍ରାଏଲ୍ ଦୂତାବାସର କିଛି ଅଧିକାରୀ ରହୁଥିବା ବସନ୍ତ ବିହାରରେ ଏହି ଘଟଣା ଘଟିଥିଲା। କନଷ୍ଟେବଳ ସେହି କ୍ୟାମ୍ପସ ଭିତରେ ଥିବା ଏକ…

ପରିତ୍ୟକ୍ତ ପ୍ଲାଷ୍ଟିକ୍ ବୋତଲରେ ଭାରତର ସୁନ୍ଦର ମାନଚିତ୍ର ନିର୍ମାଣ

ଦିଲ୍ଲୀର ଲୋକଙ୍କୁ ପରିବେଶ ବିଷୟରେ ସଚେତନ କରାଯାଉଛି, ସେଥିପାଇଁ ବିଦ୍ୟାଳୟରେ ପୁରାତନ ଜିନିଷରୁ ବିଭିନ୍ନ ଆକୃତି ତିଆରି କରାଯାଉଛି । ଦିଲ୍ଲୀର ବସନ୍ତ କୁଞ୍ଜର ଏକ ମ୍ୟୁନିସିପାଲିଟି ସ୍କୁଲର ଏକ କ୍ଲବ୍ ଦ୍ୱାରା ପୁରୁଣା ପ୍ଲାଷ୍ଟିକ୍ ବୋତଲ ସହିତ କାନ୍ଥରେ ଭାରତର…

ପ୍ଲେ ବଏ’ର କିଲର କାହାଣୀ….

ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…

କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…

ପ୍ରଥମାଷ୍ଟମୀ, ପରମ୍ପରା ଓ ପିଠା

ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ଆସିଲେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ମହକରେ ଭରିଯାଏ । ଏହି ପିଠା ପାଇଁ ହଳଦୀପତ୍ରରେ ତିଆରି ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ପତ୍ରର ବ୍ୟବହାରର କ’ଣ…

ଖାଉଟିଙ୍କ ଉପରେ ଗହମ ଛାଟ

ଦେଶରେ ମୁଦ୍ରସ୍ପୀତି ହ୍ରାସ ପାଉଛି । ଏହା ସତ୍ୱେ ବି ଦରବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ନାହିଁ । ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରରେ ସଂରକ୍ଷିତ ଶସ୍ୟ ପରିମାଣ ଦିନକୁ ଦିନ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ଗହମ ମୂଲ୍ୟ ଆହୁରି ବଢିପାରେ…