Mon. Nov 30th, 2026

Author: Niharika Mohanty

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ…

ଏଲିଜାବେଥଙ୍କୁ ଶେଷ ବିଦାୟ…

ଶେଷ ବିଦାୟ ନେବେ ରାଣୀ। ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ଲଣ୍ଡନର ସମୟ ସକାଳ ୮ଟାରୁ ଅତିଥିଙ୍କ…

ଇସ୍ତଫା ଗୁଜବରେ ବିରାମ ଲଗାଇଲେ ରବିଶ କୁମାର

ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଏନଡିଟିଭିର ୨୯ ପ୍ରତିଶତ ଅଂଶଧନ ଅଦାନୀ ଗ୍ରୁପ୍ କିଣି ନେଇଛି। ଏହା ପରଠୁ କଳ୍ପନା ଜଳ୍ପନା ଲାଗି ରହିଛି ଯେ, ଏନଡିଟିଭିରେ ଅଦାନୀ ଗ୍ରୁପ ନିଜର ସ୍ଥିତି ମଜବୁତ ହେବାରୁ ପ୍ରସିଦ୍ଧ ଉପସ୍ଥାପକ ରବିଶ କୁମାର…

ଏୟାରଟେଲ ଆଣିବ ୫ଜି ସେବା

ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ୫ଜି ସେବା । ଏଥି ପାଇଁ ଟେଲିକମ କଂପାନୀଗୁଡ଼ିକ ଜୋରସୋରରେ କାମରେ ଲାଗିପଡ଼ିଛନ୍ତି। ଯୁବପିଢ଼ି ମଧ୍ୟ ୫ଜି ସେବାକୁ ନେଇ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, ବହୁପ୍ରତିକ୍ଷୀତ ଏହି ସେବା…

ବିବାହିତା ନାରୀମାନେ ବି ପିନ୍ଧିପାରିବେ ମିସ୍ ୟୁନିଭର୍ସ ମୁକୁଟ; ୨୦୨୩ରୁ ଲାଗୁ ହେବ ନିୟମ

ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ଅନେକ ଝିଅର ସ୍ୱପ୍ନ। ଏହି ମୁକୁଟକୁ ହାତେଇବା ପାଇଁ ଦେଶର ଅନେକ ସୁନ୍ଦରୀମାନେ ପ୍ରତିଯୋଗୀତାରେ ସାମିଲ୍‌ ହୋଇଥାଆନ୍ତି। କିନ୍ତୁ ଏପରି ଏକ ସମୟ ଆସେ ଯେବେ ବୟସ ଆଗରେ ହାର ମାନିଯାଏ ଇଚ୍ଛା। ଏପରି ପରିସ୍ଥିତିରେ,…

ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ

ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…

ୟୁକେର ପିଏମ ପ୍ରାର୍ଥୀ ଋଷି ସୁନକଙ୍କ ଦେଶ ପାଇଁ ନୂଆ ପ୍ରୟାସ

ଭାରତୀୟ ଯେଉଠିଁ ବି ରହିଲେ ଦେଶର ଗାରିମାକୁ ଗୁରୁତ୍ବ ଦେଇଥାଏ। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଋଷି ସୁନକ। କିଛି ଦିନ ପୂର୍ବରୁ ତାଙ୍କୁ ଜନ୍ମାଷ୍ଟମୀ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ମଧ୍ୟ ସେ ଏପରି…

ବିଜେବି କଲେଜ ଇଟିସି ବିଭାଗର କ୍ଯାମ୍ପସ ନିଯୁକ୍ତି ରେ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର ବିଜେବି କଲେଜର ଇଣ୍ଟିଗ୍ରେଟେଡ୍ ଏମଏସସି ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ଯୁନିକେସନ (ଇଟିସି) ବିଭାଗରେ କ୍ଯାମ୍ପସ ନିଯୁକ୍ତି ପ୍ରକିୟା ବିଭିନ୍ନ କମ୍ପାନୀ ଦ୍ବାରା ସମ୍ପାଦନ ହୋଇଅଛି। ଏଥିରେ ହାଇଦ୍ରାବାଦ ଓ ଭୁବନେଶ୍ବରସ୍ଥିତ ଇଲୋକ୍ଟ୍ରୋନିକ୍ସ କମ୍ପାନୀମାନେ ଯଥା, ଆସିକଜେନ ଇଲୋକ୍ଟ୍ରୋନିକ୍ସ, ଇପସମ ଲ୍ଯାବ, ମେରିଟେକ,…

ଧରା ପଡ଼ିଲେ ବାଭାରିଆ ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧୀ; ପୂର୍ବରୁ ୨୫ ହଜାର ପୁରସ୍କାର ରାଶି ଘୋଷଣା ହୋଇଥିଲା

ଗିରଫ ହେଲେ ବାଭାରିଆ ଗ୍ୟାଙ୍ଗର ଦୁଇ କୁଖ୍ଯାତ ଅପରାଧୀ। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଜିଲ୍ଲା ସ୍ପେଶାଲ୍ ଷ୍ଟାଫ୍ ପୁଲିସ ଏକ ବଡ ସଫଳତା ହାତେଇଛି। ପୁଲିସ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ଅପରାଧୀଙ୍କୁ ଗିରଫ କରିଛି। ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ ପୋଲିସ ଷ୍ଟେସନର…

ଅଧିକ ଏଟିଏମ୍ ବ୍ୟବହାର କରିବା ହେବ ଦେୟମୁକ୍ତ

ଆମର ଦୈନନ୍ଦିନ ଜୀବନରେ ଏଟିଏମ ଏକ ଗୁରୁତ୍ବପୂର୍ଣ୍ଣ ଗ୍ଯାଜେଟରେ ପରିଣତ ହୋଇସାରିଲାଣି। ତେବେ କ’ଣ ଆପଣ ଜାଣିଛନ୍ତି କି, ଏଟିଏମରୁ ଟଙ୍କା ଉଠାଇବାର କ’ଣ ରହିଛି ସୀମା? ଓ ଏହାକୁ ନେଇ କେତେ ଟଙ୍କା ଚାର୍ଜ କରେ ବ୍ଯାଙ୍କ? ଉଭୟ ସରକାରୀ…