Sun. Nov 29th, 2026

Author: Niharika Mohanty

୪୦ ବର୍ଷ ପରେ ଫତେହପୁର ବେରୀ ଗାଁରେ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ରାଜଧାନୀ ଦିଲ୍ଲୀରେ ଅନେକ ପୋଖରୀ ଏବଂ ହ୍ରଦ ଅଛି, କିନ୍ତୁ ସରକାରଙ୍କ ସଠିକ୍ ରକ୍ଷଣାବେକ୍ଷଣ ଏବଂ ଧ୍ୟାନ ଅଭାବରୁ ଶୁଖି ଯାଇଛି। ଅନେକ ଅଳିଆ ଘର ପାଲଟିଛନ୍ତି। ଲୋକମାନେ ଏଥିରେ ଅଳିଆ ଫିଙ୍ଗିବା ଆରମ୍ଭ କଲେ, ଯେଉଁ କାରଣରୁ ପୋଖରୀର ଜଳ…

ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ଆତ୍ମନିର୍ଭରର ଆହ୍ବାନ ନେଇ ବୈଠକ

ଉଦ୍ୟମିତା ମାଧ୍ୟମରେ ଯୁବକ କିପରି ସ୍ୱାବଲମ୍ବୀ ହେବେ ଏବଂ ଭାରତ କିପରି ଆତ୍ମ ନିର୍ଭର ହେବ ତାକୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟବକ୍ତା ଭାବରେ ପୁରୀ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ…

ବାହାନଗା ରେଳ ଦୁର୍ଘଟଣା ପରେ ପୂଜା ହେଲା ପୁରୀ ରେଳଷ୍ଟେସନ

ବାହାନଗା ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା। ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା। ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟ ଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ…

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଚି। ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା…

ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ

ଆଗାମୀ ରଥଯାତ୍ରାରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିପାଇଁ ଆଜି ରାପିଡ ଆକ୍ସନ‌ ଫୋର୍ସର ଏକ ପ୍ଲାଟୁନ ପୁରୀରେ ପହଁଚିଥିବା ବେଳେ ପୁରୀ ଏସ୍ପି ବଡ଼ଦାଣ୍ଡରେ ସେମାନଙ୍କୁ ଡ୍ୟୁଟି ସମ୍ପର୍କରେ…

ପରଲୋକରେ ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନ

ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ…

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧିନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝିଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି…

ଛତିଶଗଡ଼ରେ ଜୋର ଧରିଲାଣି ବିଧାନସଭା ନିର୍ବାଚନ ତାତି

ନିକଟରେ ବିଲାସପୁର ଡିଭିଜନରେ କଂଗ୍ରେସ ଏକ ବୈଠକ କରିଥିଲା ଯେଉଁଠାରେ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଦଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସେଲଜା ଏବଂ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ…

ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକସୁଦୀପ୍ତୋ ସେନ

‘ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ…

ଥମୁନି ମଣିପୁର ହିଂସା, ଆକ୍ସନ ମୋଡରେ କେନ୍ଦ୍ର

ମଣିପୁର ହିଂସା ମାମଲାକୁ ନେଇ ଏବେ ଆକସନ୍ ମୋଡରେ କେନ୍ଦ୍ର ସରକାର । ଶନିବାର କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ମଣିପୁରର ରାଜ୍ୟପାଳଙ୍କ ନେତୃତ୍ୱରେ ଭାରତ ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଏହି…