ମାଛଗାଁ କେନାଲରେ ଦୁଇଟି ଘାଇ। କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ପାଣି
ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି । ଗୋଟିଏ ଦଳେଇ ଘାଇ ନିକଟରେ ଅନ୍ୟଟି ତରିକୁନ୍ଦ ନିକଟରେ । ଦୁଇଟି ସ୍ଥାନରେ ପାଖାପାଖି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ କଟକ-ଜଗତସିଂହପୁର…