ମାଛଗାଁ କେନାଲରେ ଦୁଇଟି ଘାଇ। କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ପାଣି

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି । ଗୋଟିଏ ଦଳେଇ ଘାଇ ନିକଟରେ ଅନ୍ୟଟି ତରିକୁନ୍ଦ ନିକଟରେ । ଦୁଇଟି ସ୍ଥାନରେ ପାଖାପାଖି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି ।

ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । କେନାଲ ପାଣି ଆଖାପାଖ ଗାଁରେ ପଶିଛି । ନିକଟରେ ଥିବା ଦୋକାନ ଘରରେ ପାଣି ପଶିଯାଇଛି । ପାଣି ଗୁଡିକ ଚାଷ ଜମିରେ ପ୍ରବେଶ କରିଥିବାରୁ ଚାଷ କାମ ପ୍ରଭାବିତ ହୋଇଛି ।

You May Also Like

More From Author

+ There are no comments

Add yours