Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବହୁଚର୍ଚ୍ଚିତ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ମାମଲାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଓରଫ ସଂଜୁକୁ ଗିରଫ କରିଛି । ଏହା ସହ ସଞ୍ଜୟ ନିକଟରେ ଥିବା ୫ଟି ଗାଡ଼ି, ଚାରିଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ଗତ ୫-୬ ଦିନ ଧରି ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ୫ଜଣ ଘନିଷ୍ଠ ସହଯୋଗୀଙ୍କୁ ଆଣି ପଚରାଉଚୁରା କରୁଥିଲା ।

Leave a Reply

Your email address will not be published. Required fields are marked *