ରାଜ୍ୟରେ ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ ସେବା, ଭିଡିଓ କନଫରେନ୍ସିଂ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ଶବ୍ଦ ଓଡିଶା ବ୍ୟୁରୋ: ପ୍ରତି ପଞ୍ଚାୟତରେ ଇଣ୍ଟରନେଟ । ଗାଁରୁ ସଚିବାଳୟ, ପଞ୍ଚାୟତ କାର୍ଯ୍ୟାଳୟରୁ ଲୋକସେବା ଭବନ ହେବ ସିଧାସଳଖ ଆଲୋଚନା । ପଞ୍ଚାୟତ ବିକାଶ ନେଇ ମନ୍ତ୍ରୀ, ସଚିବଙ୍କ ସହ ସିଧା କଥା [more…]