Sun. Nov 29th, 2026

Author: sabdamedia

ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ଆଜି ଆସିପାରେ ଅଭିଯୁକ୍ତଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ ଆଜି ଆସିପାରେ । ଏହି ରିପୋର୍ଟ ଆସିବା…

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

ଶବ୍ଦ ଓଡ଼ିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ ପରେ ଏହାର କଡା ଜବାବ ରଖିଛନ୍ତି ଏହି କଂଗ୍ରେସ ନେତା । ସେ ବିଦେଶରେ ଭାରତର ଛବି ବଦନାମ କରୁଥିବା କରୁଥିବା ବିଜେପି ନେତାଙ୍କ ଅଭିଯୋଗ ପରେ ରାହୁଲ…

ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା : ୩୮ ଡିଗ୍ରୀ ଟପିଲା ୫ ସହରରେ ତାପମାତ୍ରା

ଶବ୍ଦ ଓଡ଼ିଶା ବ୍ୟୁରୋ: ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ସ୍ୱାଭାବିକଠାରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ । ଗତକାଲି ରାଜ୍ୟର ୫ ସହରର ତାପମାତ୍ରା ୩୮ ଡିଗ୍ରୀ ପାର କରିଥିଲା । ୩୮ ଦଶମିକ ୮ ଡିଗ୍ରୀ ସହ…

ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଶୁଭାରମ୍ଭ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା

ରାୟଗଡ: ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଶୁଭlରମ୍ଭ ହେଲା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା l ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଅନୁଷ୍ଠିତ ହେଉଥିବା ଉଦ୍ୟୋଗୀ ମେଳାର ପ୍ରଥମ ଦିନରେ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ,…

ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକାର୍ପିତ ହେଲା ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ‘ଡକୋଟା’ ବିମାନ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା । ଏହି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: କିରଣ ରିଜିଜୁ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ। ପୂର୍ବ ଭାରତର ରାଜ୍ୟଗୁଡିକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶମାନଙ୍କର ପ୍ରଥମ ସମ୍ମିଳନୀରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ।…

ଆରମ୍ଭ ହେଲା ମହିଳା ଆଇପିଏଲ। ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆରମ୍ଭ ହୋଇଛି ମହିଳା ଆଇପିଏଲ । ପ୍ରଥମ ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ ୧୪୩ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିନାୟକ ହର୍ମନପ୍ରୀତ କୌର ମାତ୍ର ୨୨ ଟି ବଲରୁ ଏହି ଲିଗର ପ୍ରଥମ ଅର୍ଦ୍ଧଶକତ ପୁରା…

ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେବ ଡାକୋଟା

ଶବ୍ଦ ଓଡ଼ିଶା ବ୍ୟୁରୋ: ସର୍ବସାଧାରଣଙ୍କ ଉଦେଶ୍ୟରେ ଆଜି ଲୋକାର୍ପିତ ହେବ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

୩୮ ଡିଗ୍ରୀ ଉପରେ ୮ ସହର, ମାର୍ଚ୍ଚ ପହିଲାରୁ ଅସହ୍ୟ ତାତି

ଶବ୍ଦ ଓଡ଼ିଶା ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ସୂର୍ଯ୍ୟଙ୍କ ପ୍ରକୋପ ବଢିବାରେ ଲାଗିଛି । ସକାଳ ୮ଟାରୁ ଟାଣ ଖରା ଦେଖିବାକୁ ମିଳୁଥିବା ବେଳେ ଦିନ ୧୧ ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଯାଉଛି ।…

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ପଶ୍ଚିମ ଓଡ଼ିଶା ଗସ୍ତରେ ଆଜି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡା, କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି…