ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୭ମ ବାର୍ଷିକ ଉତ୍ସବ, କ୍ଷୁଦ୍ର ନାଟକ ‘ବାଜିରାଉତ’ ପରିବେଷିତ
ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱର ଓଲ୍ଡ ଟାଉନ ସ୍ଥିତ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୭ମ ବାର୍ଷିକତ୍ସୋବ ପାଳିତ । ନୂଆଗାଁ ସ୍ଥିତି ସିଦ୍ଧିମଣ୍ଡପରେ ବାର୍ଷିକତ୍ସୋବ ପାଳନ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନିବେଦିତା ଲେଙ୍କା ଯୋଗଦେଇ…
ଆସନ୍ତାବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀରାମ ମନ୍ଦିର,ରାମଲାଲାଙ୍କ ମୂର୍ତ୍ତୀ ଗଢିବେ ଓଡ଼ିଆ କାରିଗର
ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ଓ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ…
ହଜ୍ ଯାତ୍ରାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଶେଷ ହେଲା ଭିଆଇପି କୋଟା ।
ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାର ହଜ ଯାତ୍ରୀଙ୍କ ପାଇଁ ଭିଆଇପି କୋଟା ଶେଷ କରିଛନ୍ତି । ବର୍ତ୍ତମାନ ଭିଆଇପି ଯାତ୍ରୀମାନେ ସାଧାରଣ ଯାତ୍ରୀଙ୍କ ଭଳି ନିଜର ଯାତ୍ରା କରିବେ । ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ସଂଖ୍ୟାଲଘୁ…
ଚୟନକର୍ତ୍ତାଙ୍କୁ ପୃଥ୍ୱୀ ସଙ୍କ ଜବାବ! ଗୋଟିଏ ଇନିଂସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ହେଲେ ପୃଥ୍ୱୀ ସ ।
ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ ଦଳରୁ ବାଦ ପଡିଥିବା ଷ୍ଟାର ଓପନର ବ୍ୟାଟର ପୃଥ୍ୱୀ ସଙ୍କ ଧୂଆଁଧାର ବ୍ୟାଟିଂ । ଏହି ଇନିଂସ ବଳରେ ସେ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ୨୩ ବର୍ଷୀୟ ପୃଥ୍ୱୀ ସ ନିଜର ବ୍ୟାଟିଂ…
ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ଅସ୍ଥାୟୀ ରାସ୍ତା ଦେଇ ଲୋକେ କରିପାରିବେ ଦର୍ଶନ ।
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ମକର ସଂକ୍ରାନ୍ତିଠାରୁ…
ବିସିସିଆଇ, ଷ୍ଟାର ମଧ୍ୟରେ ବିବାଦ। ସାମ୍ନାସାମ୍ନି ଦୁଇ ପକ୍ଷ।
ଶବ୍ଦ ଓଡିଶା ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ମିଡିଆ ରାଇର୍ଟସକୁ ନେଇ ଚିନ୍ତାରେ ପଡିଛି । ଏହି ଚିନ୍ତା ଆଉ କେହି ନୁହେଁ ଖେଳର ପ୍ରସାରଣ କରୁଥିବା ସଂସ୍ଥା ଷ୍ଟାର ଇଣ୍ଡିଆ ସୃଷ୍ଟି କରିଛି । ଘରୋଇ ମ୍ୟାଚର…
ହାଇସିକ୍ୟୁରିଟି ନଂ ନଥିଲେ କଟିବ ଚାଲାଣ, ୧୫ ତାରିଖରୁ ଦେବାକୁ ପଡିବ ଫାଇନ ।
ଶବ୍ଦ ଓଡିଶା ବ୍ୟୁରୋ: ହୋଇଯାଆନ୍ତୁ ସତର୍କ ଏଣିକି ଗାଡିରେ ହାଇସିକ୍ୟୁରିଟି ନଂ ନଥିଲେ କଟିବ ଚାଲାଣ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଯେଉଁଗାଡିର…
କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା, କହିଲେ ଭିକାରୀ ନୁହନ୍ତି କାଶ୍ମୀରବାସୀ
ଶବ୍ଦ ଓଡିଶା ବ୍ୟୁରୋ: ଜାମ୍ମୁକାଶ୍ମୀରରେ ବିରୋଧୀ ଦଳ ଭାଜପା ଉପରେ ଆକ୍ରମଣ ଜାରିରଖିଛନ୍ତି । ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପି ଉପରେ ନିଶାନା ସାଧୁଛି । ମଙ୍ଗଳବାର ଏନସି ନେତା ତଥା ଜାମ୍ମୁକାସ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭାଜପା…
ରଙ୍ଗାରଙ୍ଗ ସମାରୋହରେ ଉଦଘାଟନ ହେବ ହକି ମହାକୁମ୍ଭ
ଶବ୍ଦ ଓଡିଶା ବ୍ୟୁରୋ: କଟକରେ ଆଜି ହକି ବିଶ୍ୱକପର ଉଦାଘାଟନ ସମାରୋହ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ…