Mon. Nov 30th, 2026

Author: sabdamedia

ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଦୁଇଟି ବ୍ୟାଟେରୀ ଚାଳିତ ଗାଡି ପ୍ରଦାନ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଦୁଇଟି ବ୍ୟାଟେରୀ ଚାଳିତ ଗାଡି ମଙ୍ଗଳବାର ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ସାକ୍ଷୀଗୋପାଳରେ ରେଳ ଷ୍ଟେସନରେ ଅଟକିବ ଏକ୍ସପ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ସାକ୍ଷୀଗୋପାଳରେ ରେଳ ଷ୍ଟେସନରେ ଅଟକିବ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ମଧ୍ୟ ସାକ୍ଷୀଗୋପାଳ ଷ୍ଟେସନରେ ଅଟକିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର ଏହି ଦାବିକୁ ସ୍ବୀକାର କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି…

ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୋଲିସ । ଗିରଫ ୩ ଶିକାରୀ ହେଲେ ସୁକୁଲା ମର୍ଣ୍ଡି, ବୁଦ୍ଧଦେବ ସିଂ, ଓ ଜୁଗୁଲୁ ସିଂ ।…

ଶିମିଳିପାଳର ସବୁ ପ୍ରବେଶ ପଥକୁ ସିଲ କରି ସର୍ଚ୍ଚ ଅପରେସନ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି । ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।…

ନିତି ଆୟୋଗ ବୈଠକରେ ଯୋଗଦେବେ ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ତାରିଖରେ ନୂଆଦିଲ୍ଲୀରେ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ୨୬ତାରିଖ ଅପରାହ୍ନରେ ଦିଲ୍ଲୀ ଗସ୍ତରେ ଯିବାର…

ନଦୀରେ ବୁଡିଲା ଡଙ୍ଗା, ଜଣେ ନିଖୋଜ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ

ଶବ୍ଦ ଓଡିଶା ବ୍ୟୁରୋ: ମାଛ ଧରିବାକୁ ଯାଇଥିବା ବେଳେ ବୁଡିଲା ଡଙ୍ଗା । ବାଲିମେଳା ଜଳଭଣ୍ଡାରେ ଡଙ୍ଗା ଓଲଟି ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି । ମାଛ ମାରିବାକୁ ଏହି ତିନି ଜଣ ଡ୍ୟାମ ଭିତରକୁ…

ସାତକୋଶିଆ ଗଣ୍ଡ ପରିଦର୍ଶନ କଲା ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ସାତକୋଶିଆ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ସାତକୋଶିଆ ଗଣ୍ଡରେ ଜଳର ସ୍ରୋତ ଓ ଗଭୀରତାର ସ୍ଥିତି ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଆକାଶ ମାର୍ଗ ଓ ସ୍ଥଳ ପଥରେ…

ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ…

ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ; ୧୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ଖରାରେ ସିଝୁଛି ଓଡ଼ିଶା । ଆଜି ବି ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ରାଜ୍ୟବାସୀ । ସକାଳ ୮ଟାଠୁ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । ଦିନ ୪ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର…

ରାଜଧାନୀରେ ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ଥିବା…