Sun. Nov 29th, 2026

Author: sabdamedia

ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ, ଗିରଫ ଆଶୁତୋଷ ଚଳାଉଥିଲା ଦୁର୍ଘଟଣା କରାଇଥିବା କାର ।

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ କାଞ୍ଜିୱାଲା ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସପଳତା । ପୋଲିସ ଅଞ୍ଜଳି ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷକୁ ଗିରଫ କରିଛି । ଶୁଣିବାକୁ ମିଲିଛି ଯେ ଯେଉଁ କାରରେ ଅଞ୍ଜଳି ସହ ଦୁର୍ଘଟଣା କରାଯାଇଥିଲା…

ଶୀତରେ ଥରୁଛି ଦିଲ୍ଲୀ, ୩ ଡିଗ୍ରୀ ତଳକୁ ଖସିଲା ପାରଦ – ୪୮ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ।

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ-ଏନସିଆରରେ ଜାରି ରହିଛି ଶୀତ ଲହରୀ । ଘନ କୁହୁଡି ଯୋଗୁ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଗୁରୁବାର ସକାଳୁ ଥଣ୍ଡା ଅନେକ ରେକର୍ଡ ଭାଙ୍ଗିଦେଇଛି । ସ୍ଥିତି ଏଭଳି ଯେ ତାପମାତ୍ରା ୩ ଡିଗ୍ରୀ…

ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା, ମାଗଣା ଚାଉଳକୁ ନେଇ ଆରମ୍ଭ ହେଲା ନୂଆ ରାଜନୀତି ।

ଶବ୍ଦ ଓଡିଶା ବ୍ୟୁରୋ: ବର୍ଷ ଆରମ୍ଭରୁ କେନ୍ଦ୍ରର ବଡ ନିଷ୍ପତ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଯୋଗାଇବାକୁ ଘୋଷଣା କରିଛନ୍ତି ମୋଦୀ ସରକାର । ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଆଉ କିଲୋ ପିଛା…

ରାଜଭବନରେ ଉଦଘାଟିତ ହେଲା “ଏକ ନୈଇ କ।ହାନୀ ଲିଖିହେ ଓଡ଼ିଶା”ର ପୋଷ୍ଟର ଓ ପ୍ରୋମୋ

ଶବ୍ଦ ଓଡିଶା ବ୍ୟୁରୋ: ରାଜଭବନରେ ପ୍ରିମିୟର ମିଡ଼ିଆ ଓ ଏଷ୍ଟେଣ୍ଣବୟ ମିଳିତ ସହଯୋଗରେ ହକି ବିଶ୍ଵକପ ପାଇଁ ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ “ଏକ ନୈଇ କ।ହାନୀ ଲିଖିହେ ଓଡ଼ିଶା”ର ପୋଷ୍ଟର ଓ ପ୍ରମୋକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ହକି…

ଭୁଲ ଥିଲା ବିମୁଦ୍ରୀକରଣ! ସେ ଥିଲେ ଏକୁଟିଆ ଜଜ ଯିଏ ସରକାରଙ୍କ ନିଷ୍ପତ୍ତି ଉପରେ ଉଠାଇଥିଲେ ପ୍ରଶ୍ନ

ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ନୀତି ଓ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୧୬ରେ ସାରା ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଠିକ୍ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଷ୍ପତ୍ତି ଶୁଣାଇବା ସହ ମାମଲା…

କେନ୍ଦ୍ର ସରକାର ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବଢାଇଲେ ସୁରକ୍ଷା,ଗୃହ ମନ୍ତ୍ରାଳୟ ଯୋଗାଇଲେ ଜେଡ୍ ପ୍ଲସ୍ ସୁରକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ସୁରକ୍ଷା ବଢାଇଦିଆଯାଇ । ଗୁଇନ୍ଦା ସୂଚନା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ…

ଉଦଘାଟିତ ହେବ ବିଶ୍ୱର ଦୀର୍ଘତମ ରିଭର୍ କ୍ରୁଜ,ବାରାଣସୀରୁ ଦିବ୍ରୁଗଡ ୩୨ ଶହ କିମି କରିବ ଯାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୩ରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜର ଉଦଘାଟନ କରିବେ । ଏହି କ୍ରୁଜ ଉତ୍ତରପ୍ରଦେଶ ବାରାଣସୀରୁ ତାର ଯାତ୍ରା ଆରମ୍ଭ କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । ୫୦…

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଶବ୍ଦ ଓଡିଶା ବ୍ୟୁରୋ: କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳରେ କୁମ୍ଭୀର ଗଣନା ଆରମ୍ଭ…