ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ବିଧାୟକ
ଶବ୍ଦ ଓଡିଶା ବ୍ୟୁରୋ: ଜନତାଙ୍କ ପାଇଁ ଜୀବନକୁ ଲଗାଇଦେଲେ ବାଜି । ସମୁଦ୍ରରେ ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ଗୁଜୁରାଟର ବିଧାୟକ । ବୁଧବାର ଦିନ ଚାରିଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସମୁଦ୍ରର ଲହଡ଼ି…
ଶବ୍ଦ ଓଡିଶା ବ୍ୟୁରୋ: ଜନତାଙ୍କ ପାଇଁ ଜୀବନକୁ ଲଗାଇଦେଲେ ବାଜି । ସମୁଦ୍ରରେ ବୁଡ଼ିଯାଇଥିବା ୩ ଯୁବକଙ୍କୁ ଉଦ୍ଧାର କଲେ ଗୁଜୁରାଟର ବିଧାୟକ । ବୁଧବାର ଦିନ ଚାରିଜଣ ଯୁବକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସମୁଦ୍ରର ଲହଡ଼ି…
ଶବ୍ଦ ଓଡିଶା ବ୍ୟୁରୋ: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ଏହି ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ‘ଓଜେଇଇ’ର ୱେବସାଇଟରୁ ଏହି ଫଳାଫଳ ଜାଣିପାରିବେ । ରାଜ୍ୟରେ…
ଶବ୍ଦ ଓଡିଶା ବ୍ୟୁରୋ: ତମାଖୁ ଉତ୍ପାଦନ ବନ୍ଦ ପାଇଁ ଓଡ଼ିଶାର ଶହଶହ ଅନୁଷ୍ଠାନ ଶପଥ ନେଇଛନ୍ତି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଅନେକ ସରକାରୀ ଅଧିକାରୀ,ଶହଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅନୁଷ୍ଠାନ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ସ୍କାଉଟ ଆଣ୍ଡ ଗାଇଡସ୍, ଡାକ୍ତର,ନର୍ସ ଏକ…
ଶବ୍ଦ ଓଡିଶା ବ୍ୟୁରୋ: କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩…
ଶବ୍ଦ ଓଡିଶା ବ୍ୟୁରୋ: ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟର ବାପାର ମୃତ୍ୟୁ । ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୬୦ ବର୍ଷିୟ ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଛି…
ଶବ୍ଦ ଓଡିଶା ବ୍ୟୁରୋ: ଉଦଘାଟିତ ହୋଇଛି ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଟ୍ରେନିଂ ସେଣ୍ଟରଗୁଡିକୁ ଲୋକାର୍ପିତ କରିଛନ୍ତି । ୩ଟି ଏକାଡେମୀ ହେଉଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡିଶା ଫୁଟବଲ…
ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି। ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆଇନ୍ ବଳରେ ଇଡି ସମ୍ପତ୍ତି ଆଟାଚ୍ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ…
ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍କିଣୀ ହରଣ ଏକାଦଶୀ ନୀତି । ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି ।ଅପରାହ୍ମ ୧ଟାରୁ…
ଶବ୍ଦ ଓଡିଶା ବ୍ୟୁରୋ: କୋଟିଆର ପିନ କୋଡ ପ୍ରସାରିତ ହେବା ପରେ ଆନ୍ଧ୍ର ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି । କୋଟିଆକୁ ନିଜର କରିବା ପାଇଁ ଓଡିଶାର ରାଜନୈତିକ ନେତା, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଓ ବିଭିନ୍ନ ସଂଗଠନ ମିଳିତ…
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨…