Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ଇଡି। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଏବେବି ଜାରି ରଖିଛି ଇଡି ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା କଟକ ଭିଜିଲାନ୍ସ ସେଲ୍‌। ଏହି ମାମଲାକୁ ନେଇ ତଦନ୍ତ କରୁଥିଲା ଇଡି।

Leave a Reply

Your email address will not be published. Required fields are marked *